Browsing Tag

bantala news

ବାର୍ହା ଆକ୍ରମଣରେ ଦୁଇ ଗୁରୁତର

ବନ୍ତଳା : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ଅରାଡିହ ଗ୍ରାମରେ ଆଜି ବାର୍ହା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବନ୍ତଳା ବନାନଞ୍ଚ ଗଡ଼ତାରସ ପଞ୍ଚାୟତ ଅରାଡିହ ଗ୍ରାମର
Read More...

ଅଜଣାଗାଡ଼ି ଧକ୍କାରେ ଓଲଟିଲା ଅଟୋ, ୩ ମୃତ

ବନ୍ତଳା : ଶଙ୍ଖପୁର ଛକ ନିକଟରେ ଅଟୋକୁ ଧକ୍କା ଦେଲା ଅଜଣାଗାଡ଼ି । ଦୁର୍ଘଟଣାସ୍ଥଳରେ ଅଟୋ ଓଲଟି ପଡିବାରୁ ତିନିଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଜବତ କରିବା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତକାଲି ଦିନ ୩ଟା ସମୟରେ
Read More...

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବନ୍ତଳା : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ପଞ୍ଚାୟତରେ ଥିବା ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଦଳବେହେରା ସାହିର ରୋହିତ ବେହେରା (୪୦ ବର୍ଷ) ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ଦଳବେହେରା ସାହିର ରୋହିତ ବେହେରା ବୁଧବାର ରାତିରେ
Read More...