Browsing Tag

baliguda news

ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ

ବାଲିଗୁଡ଼ା : ଅପହରଣ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ମାଡ଼ ଅଭିଯୋଗ ହୋଇଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ କରି ଦୁଇଦିନ ଧରି ଦୁଷ୍କର୍ମ କରାଯିବା ସହ ମାଡ଼ ମରାଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତ ୩ତାରିଖ ବିଳମ୍ବିତ
Read More...

ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ : ପରିବାର ପକ୍ଷରୁ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା
Read More...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ : କେକେବିଏନ୍ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ
Read More...

ପୁଣି ନିଜ ସ୍ଥିତି ଜାହିର କଲା ଲାଲବାହିନୀ

ବାଲିଗୁଡା, (ସୁରେନ୍ଦ୍ର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ନୂଆସାହୀ ଅଞ୍ଚଳରେ ଖେଳିଛି ମାଓବାଦୀ ଆତଙ୍କ । ନୂଆସାହି ପିପଳସାହି ସ୍କୁଲ ସମେତ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ମାଓ
Read More...

ମିଲର ଧାନ ଉଠାଉନି : ମଣ୍ଡିରେ ଚାଷୀ ହତାଶ, ଆନ୍ଦୋଳନ ପାଇଁ ମସୁଧା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାର ଚାଷୀଙ୍କଠାରୁ ସଠିକ ଓଜନ ଓ ସରକାର ନିର୍ଦ୍ଧାରିତ ମୂଲ୍ୟରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ହେଲେ ଧାନ ଲ୍ୟାମ୍ପସ ମାଧ୍ୟମରେ କ୍ରୟ କରାଯାଇଛି । ଫଳରେ ଧାନ ବିକ୍ରି କରିବା ଲାଗି ଧାନ ନେଇ ଲ୍ୟାମ୍ପସକୁ ଆସି ଦୀର୍ଘ ଦିନ ଧରି
Read More...

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ" ପାହାଡ଼ି ତରଙ୍ଗ "ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସ୍‌କର ଇହଲୀଳା ସମ୍ବରଣ କଲେ । ସମସ୍ତ ଅନୁଷ୍ଠାନ
Read More...

ଭୋଜି ଖାଇବାକୁ ଯିବାବେଳେ ଅଘଟଣ : ଟାୟାର ଫାଟି ଓଲଟିଲା ପିକ୍ଅପ୍ ଭ୍ୟାନ୍, ୩ ମୃତ, ୩୪ ଗୁରୁତର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୃତ୍ୟୁ କେତେବେଳେ କେମିତି ଆସିବ. ତାହା କିଏ ବା ଜାଣିଛି । ଭୋଜି ଖାଇବାକୁ ଯିବାବେଳେ ଚାଲିଗଲା ତିନିଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଉପାନ୍ତ ବ୍ଲକ୍ କୋଟଗଡ଼ ଅଞ୍ଚଳରେ । ପ୍ରକାଶ ଯେ,
Read More...

ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେଜିବିଭି)ରେ କାର୍ୟ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉକ୍ତ
Read More...

ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ : ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନକଲି ପରୀକ୍ଷାର୍ଥୀ ଚିହ୍ନଟ । ରବିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟ ଗାର୍ଡ, ଅତିରିକ୍ତ ରେଭିନ୍ୟୁ ଅଫିସର, ଅମିନ, ଅବକାରୀ କନେଷ୍ଟବଳ ଭଳି ୪ଟି ବିଭାଗର ପରୀକ୍ଷା ଚାଲିଥିଲା । ସେହି ସମୟରେ
Read More...

ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ : ଚିକିତ୍ସା ନିମନ୍ତେ ସରକାରୀ ସାହାଯ୍ୟ ପାଇଁ ସହାୟତା ଲୋଡିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଜଣା ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରହ୍ମଣୀ ଗାଁର ଥାନା ଅଞ୍ଚଳର ସୁଦର୍ଶନ ନାୟକଙ୍କ ଝିଅ ଲେହା ନାୟକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର
Read More...