Browsing Tag

baleswar news

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ : ଯୁବ ସମାଜ ସଜାଗ ହେଲେ ସାହିତ୍ୟର…

ବାଲେଶ୍ଵର : ବାଲେଶ୍ଵର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସଵ ଓ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉତ୍ସବର
Read More...

ଭିଡିଓ ଭାଇରାଲ ପରେ କଲରାପତିଆ ବାଘକୁ ଖୋଜୁଛି ବନ ବିଭାଗ

ବାଲେଶ୍ୱର : ବିଭିନ୍ନ ଗଣମାଧ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ରେଞ୍ଜ ଖଇରା ବ୍ଲକ ମାଖନପୁର ଗ୍ରାମ ପଞ୍ଚାୟତ ଅଧୀନ ଦୁଲାଳପୁର ଗ୍ରାମର କାଁସବାଂଶ ନଦୀ କଡରେ ଏକ କଲରାପତିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ସମ୍ପର୍କରେ ଗୁରୁବାର ପ୍ରକାଶ ପାଇଥିଲା । ଗୁରୁବାର ପୂର୍ବାହ୍ନରେ ସୋର ରେଞ୍ଜର ବବିତା
Read More...

ରା‌ସ୍ତା କଡରେ ଥିବା ଟ୍ରକକୁ ପଛପଟୁ ଧ‌କ୍କା ଦେଲା ଯାତ୍ରୀବାହୀ ବସ

ବାଲେ‌ଶ୍ୱର : ଟ୍ରକକୁ ଧ‌କ୍କା ଦେଲା ଯାତ୍ରୀବାହୀ ବସ୍‌ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲେଶ୍ୱର ଜି‌ଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ସାଇ ସର୍ଭିସ ଷ୍ଟେସନର ପାଖରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବସ୍‌ ରା‌ସ୍ତା କଡରେ ଥିବା ଟ୍ରକକୁ ପଛପଟେ ଧ‌କ୍କା
Read More...

ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବୀ : ମହିଳାଙ୍କ ମଦ ବିରୋଧୀ ଅଭିଯାନ

ବାଲେଶ୍ୱର : ଜିଲ୍ଲା ଖଇରା ବ୍ଲକ ବରଦା ପଂଚାୟତର ବିଷ୍ଣୁପୁରୁ ଗାଁର ମହିଳାମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ । ବରଦା ପଂଚାୟତରେ ଥିବା ୨୪ ଗୋଟି ସ୍ୱୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ବିଷ୍ଣୁପୁରୁ ସ୍କୁଲ ଛକଠାରୁ ଏକ ରାଲିରେ ବାହାରି ଗାଁ ପରିକ୍ରମା କରିବା ସହିତ ମଦ ବିକ୍ରି
Read More...

ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଛିଣ୍ଡିଯାଇ ତଲେ ଖସିପଡିଲା ତ୍ରିର‌ଙ୍ଗା

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଅତିଥି ଜାତୀୟ ପତାକା
Read More...

ଅଜଣା ଜନ୍ତୁ ଭୟରେ ବଲବଲିଆ ଗାଁ

ବାଲେଶ୍ୱର : ଅଜଣା ଜନ୍ତୁର ଭୟରେ ବଲବଲିଆ ଗାଁ । ବାଲେଶ୍ୱର ନୀଳଗିରି ବନ ବିଭାଗ ଅଧିନସ୍ଥ ସ୍ୱର୍ଣ୍ଣଚୁଡ଼ା ପର୍ବତ ପାଦଦେଶରେ ଅବସ୍ଥିତ ଗାଁ ମାନଙ୍କରେ ଏବେ ଘାରିଛି ଅଜଣା ଜନ୍ତୁର ଭୟ । କିଛିଦିନ ହେବ ବଡ଼ବିଲ ଓ ବଲବଲିଆ ଗ୍ରାମରେ ଗୃହପାଳିତ ପଶୁମାନଙ୍କୁ ଟାର୍ଗେଟ କରୁଛି ଅଜଣା ଜନ୍ତୁ ।
Read More...

ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ

ବାଲେଶ୍ୱର : ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଅଭାବନୀୟ ଘଟଣା ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ । ଉଭୟ ବିଷ ପିଇ ଆତ୍ମହତ୍ୟା କରିଛ‌ନ୍ତି ସନ୍ଦେହ କରାଯାଉଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ବ‌ର୍ତ୍ତମାନ ପର୍ୟ୍ୟ‌ନ୍ତ ଜଣାପଡିପାରିନାହିଁ । ପୋଲିସ
Read More...

୧୦ ଫୁଟ ତଳକୁ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ଟ୍ରାକ୍ଟର ରାସ୍ତା ତଳକୁ ଓଲଟି ପଡିଛି । ଦୁର୍ଘଟଣା ଫଳରେ ଡ୍ରାଇଭର ଜଣଙ୍କ ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ
Read More...

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଜିଆର୍‌ଏସ୍

ବାଲେଶ୍ୱର : ଏମିତି ଏକ ଘଟଣା ଘଟିଛି ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ପଞ୍ଚାୟତରରେ । ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଜାଲରେ ଛନ୍ଦି ହୋଇପଡିଛନ୍ତି ଜିଆର୍‌ଏସ୍‌ । ବିଜୁ ପକ୍କା ଘର କରାଇ ଦେବା ପାଇଁ ଜଣେ ହିତାଧୀକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ
Read More...