ବିଭତ୍ସ ଭାବେ ହତ୍ୟାକାଣ୍ଡ : ଡ୍ରେନ୍ କାର୍ଯ୍ୟକୁ ନେଇ ବଚସା ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସନ୍ଧେହ
ବାଲେଶ୍ଵର : ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ତେବେ ଯୁବକଙ୍କର ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକ ଜଣକ କୁଡିଆ ଅଞ୍ଚଳର ରାଜେଶ ପଣ୍ଡା ବୋଲି ଜଣାପଡିଛି । ଯୁବକ ଜଣକ ଏକ ଠିକା ସଂସ୍ଥାର!-->…
Read More...
Read More...