ଆଖିବୁଜା ମୃଦଙ୍ଗ ମାଡ଼ : ଭକ୍ତିରେ ବିଲୀନ ହୋଇ ମୃଦଙ୍ଗ ବଜାଇ ଭାଇରାଲ ହେଉଛନ୍ତି ଏହି କୁନି କଳାକାର
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଅଭିଜ୍ଞତା, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ!-->…
Read More...
Read More...