ଏସ୍ଆଇଆର୍ ବିରୁଦ୍ଧରେ ଏସ୍ୟୁସିଆଇ ପକ୍ଷରୁ ପ୍ରତିବାଦ ସଭା
ବଲାଙ୍ଗିର, (କେପିଏନ୍ଏସ୍) : ସ୍ପେସିଆଲ ଇଣ୍ଟେନସିଭ ରିଭିଜନ (ଏସ୍ଆଇଆର୍) ଭୋଟର ଲିଷ୍ଟର ସଘନ ଯାଞ୍ଚ ବିରୁଦ୍ଧରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ବଲାଙ୍ଗିର ଶାଖା ପକ୍ଷରୁ ଆଜି ସ୍ଥାନୀୟ ଭଗରଥୀ ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଭୋଟର ତାଲିକାରେ ସଘନ ଯାଞ୍ଚ ଆଳରେ ଲୋକଙ୍କ!-->…
Read More...
Read More...