Browsing Tag

balangir news

ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରଙ୍କ କଠୋର ଦଣ୍ଡବିଧାନ ସଂଘର ସଂପାଦକ ପିତାମ୍ବର ଖମାରୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ପାଖକୁ ଯାଇ ମାଲିକମାନଙ୍କ ଉପରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଉକ୍ତ ବିଷୟକୁ ହୃଦୟଙ୍ଗମ କରି
Read More...

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତାମଖନା ସ୍ଥିତ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ ଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ସ୍ତରୀୟ ରେଡକ୍ରସ ପୁରସ୍କାର ଭୁବନେଶ୍ୱର ରାଜ ଭବନରେ ପୁରସ୍କୃତ ହୋଇଥିବା ଡ. ଦୈତାରୀ
Read More...

ପୋଲିସ ଆଗରେ ସରେଣ୍ଡର କଲା ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖପ୍ରାଖୋଲରୁ ଆସୁଛି ଏବ ବଡ଼ ଖବର । ସାଙ୍ଗକୁ ସାଙ୍ଗ ମାରିଥିବା ଘଟଣାରେ ପୋଲିସ ଆଗରେ ସାଙ୍ଗ କଲା ସରେଣ୍ଡର । ହଁ ମୁଁ ମୋ ସାଙ୍ଗକୁ ମାରିଛି, ପଇସା ଲେଣଦେଣ ଯୋଗୁଁ ମୁଁ ମୋ ସାଙ୍ଗକୁ ମାରି ଦେଲି କହି ଏବେ ଖପ୍ରାଖୋଲ ଥାନାକୁ ଆସି ସରେଣ୍ଡର କରିଛି
Read More...

କାଠ ଫାଳିଆରେ ପିଟି ସାଙ୍ଗକୁ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟଙ୍କା ଲେଣଦେଣକୁ ନେଇଁ ଜଣେ ସାଙ୍ଗ ତାର ସାଙ୍ଗକୁ ହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ମାଟିଆଭଟା ପଞ୍ଚାୟତ ଅଧୀନସ୍ଥ ପୁତଳାମହୁଲ ଗ୍ରାମ ନିକଟରେ ଗୁରୁବାର ରାତି ୯ଟା ସମୟରେ ଧଣ୍ଡାମୁଣ୍ଡା ପଞ୍ଚାୟତ ବନ୍ଦେପଦର
Read More...

ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କଅସର ଗାଁରେ ଘଟଛି ଏକ ଅଭାବନୀୟ ଘଟଣା । ୧୦୦ ଫୁଟ ଟାୱାର ଉପରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସୂଚନା ଯୋଗ୍ୟ ଯେ, କଅସର ଗାଁର କୁଞ୍ଜ ରଣା ମଦ ପିଇ ୧୦୦ ଫୁଟ୍‌ର ଟାୱାର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହା ଦେଖି ସ୍ଥାନୀୟ
Read More...

ବଲାଙ୍ଗିର ସହର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବିଶ୍ଵ ପଖାଳ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବିଶ୍ଵ ପଖାଳ ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରିନ୍ସିପାଲ ରବିଚନ୍ଦ୍ର ଉଦଗାତାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ଦ୍ର ଉଦଗାତା, ପୂର୍ବତନ ସୈନିକ
Read More...

ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁରରେ : ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଗୁଳ , ବରଗଡ , ବଲାଙ୍ଗିର , ଢେଙ୍କାନାଳ ,ଦେବଗଡ ,ଝାରସୁଗୁଡା ,କେନ୍ଦୁଝର ,ସମ୍ବଲପୁର ,ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲା ର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଏହି ଆର୍ମି
Read More...

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୫ ବର୍ଷ ପାଇଁ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି । ନୂତନ ସଭାପତି ଅକ୍ଷୟ କୁମାର ରଣା, ସମ୍ପାଦକ ଅନିଲ ରଣା, ସହ-ସଂପାଦକ ଅନାଦି ରଣା, କୋଷାଧ୍ୟକ୍ଷ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିରର ଜିଲ୍ଲା ସମିକ୍ଷା ଓ ଯୋଜନା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିରର ଜିଲ୍ଲା ସମିକ୍ଷା ଓ ଯୋଜନା ବୈଠକ ବଲାଙ୍ଗିର ସ୍ଥିତ ଆର୍ଯ୍ୟ ସମାଜଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶୈକ୍ଷିକ ସମସ୍ୟା ସହ ଏବିଭିପି ବଲାଙ୍ଗିରର ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ
Read More...

ଭୋଟର କାର୍ଡ ସହ ଲିଙ୍କ ହେବ ଆଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରା‌ଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ନିର୍ବାଚନ କମିଶନ ଓ ୟୁଆଇଡିଏଆଇ (ଭାରତର ଏକକ ପରିଚୟପତ୍ର ପ୍ରାଧିକରଣ) ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଥିପାଇଁ ସହମତି
Read More...