Browsing Tag

balangir news

ଡା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ kaleidoscope ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଚିତ୍ରଶିଳ୍ପୀ ଏବଂ କବି ଡା. ଦୀନବନ୍ଧୁ ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ kaleidoscope ବଡ ବଜାର ସ୍ଥିତ ଗୌରିଶଙ୍କର ସାହାଣୀ ପାର୍କ ଠାରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ regional art gallery ଠାରେ ଅପରାହ୍ନରେ ଉଦ୍‌ଘାଟିତ ହୋଯାଇଛି ।
Read More...

ସୁରଭି ଗୋସେବା ଧାମରେ ଗୋପାଷ୍ଟମୀ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁରଭି ଗୋସେବା ଧାମ ବିଛୁପାଲି ଠାରେ ଗତ କାଲି ଗୋପାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଗୋପାଳଜି ପାଣିଗ୍ରାହୀ, ମୁଖ୍ୟବକ୍ତା ସିଦ୍ଧେଶ୍ୱର ମିଶ୍ର, ସୌମେନ୍ଦ୍ର ମିଶ୍ର, ଶ୍ରୀ ସୁରଭି ଗୋସେବା ଧାମର ସଭାପତି ରାମ ଚନ୍ଦ୍ର
Read More...

ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମଲଙ୍କ ତତ୍ତ୍ୱାବଧାନରେ ଓଡିଶା ଆଦର୍ଶ ବିଦ୍ୟାଳୟ,
Read More...

‘କୋଶଳ ପ୍ରବାହ’ର ୨୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ଇଂଚ୍‌ ବି କେହି ଧ୍ୱଂସ କରିପାରିବେ ନାହିଁ : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ଇଂଚ୍‌ ବି କେହି ଧ୍ୱଂସ କରିପାରିବେ ନାହିଁ ବୋଲି ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ୨୪ତମ
Read More...

କଣ୍ଟାବାଞ୍ଜି ବିଧାୟକଙ୍କୁ ଓବିସି ମଞ୍ଚର ସମ୍ବର୍ଦ୍ଧନା

ବଲାଙ୍ଗିର, (ଗୁରୁଦୟାଲ ହଂସ) : ଆଜି ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ଦ୍ଵାରା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ରାଜେନ୍ଦ୍ରପଡା ସ୍ଥିତ ଓବିସି ମଞ୍ଚ କାର୍ଯ୍ୟାଳୟ ଠାରେ ସ୍ଵାଗତ ଓ ସମ୍ବର୍ଦ୍ଧନା ସହ ଓବିସି ବର୍ଗର ବିଭିନ୍ନ ଦାବି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ
Read More...

ଅଧିକାରୀଙ୍କୁ ନେଇ ଛତାମଖନା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲିଲେ ନରସିଂହ

ଯୁଧିଷ୍ଠିର ମହାବିଦ୍ୟାଳୟ ଓ ମିଶ୍ର କଟା ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ହେବାରେ ବିଳମ୍ବ କାହିଁକି : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାନୁଷ୍ଠାନ ଏବଂ ପୋଖରୀ ଗୁଡିକର ଉନ୍ନତି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ଅନେକ ଅନୁଦାନ ଅଣାଯାଇଛି । ସେହିକ୍ରମରେ ନିଜ ନିର୍ବାଚନ
Read More...

ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୪

ଚାମ୍ପିୟନ ଦଳ ବଲାଙ୍ଗିରକୁ ଡି.ଏ.ଏ.ର ସମ୍ବର୍ଦ୍ଧନା ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଦ୍ୱାରା ଆୟୋଜିତ ହୋଇଯାଇଥିବା ଆନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୪ରେ ଅଂଶଗ୍ରହଣ ପୂର୍ବକ ଚାମ୍ପିୟନ୍‌ ଦଳ ଭାବେ ବିଜୟୀ ହୋଇ ବଲାଙ୍ଗିର ପାଇଁ ଗୌରବ
Read More...

ପୁଇଁତଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ବିଜ୍ଞାନ ହେଉଛି ଆଜିର ସମାଜର ପ୍ରଗତିଶୀଳ ପଥ ବଲାଙ୍ଗିର/ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଏଁଲାସାରି ଠାରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଉଦ୍‌ଘାଟନୀ ଉତ୍ସବରେ
Read More...

ଧର୍ମପ୍ରାଣା ଦ୍ରୌପଦୀ ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗୋପାଳଜୀ ରୋଡ୍‌ ନିବାସୀ ସ୍ୱର୍ଗତ ଭରତ ଚନ୍ଦ୍ର ସାହୁଙ୍କ ସହଧର୍ମିଣୀ ଦ୍ରୌପଦୀ ସାହୁ (୮୭)ଙ୍କ ଶୁକ୍ରବାର ସକାଳ ସାଢ଼େ ୯ଟା ସମୟରେ ପରଲୋକ ହୋଇଛି । ଜଣେ ଧର୍ମପ୍ରାଣା, ମିଷ୍ଟାଭାଷୀ ଓ ମେଳାପୀ ମହିଳା ଭାବେ ସେ ପରିଚିତ ଥିଲେ । ସେ କିଛିଦିନ ହେଲା
Read More...

ଗାନ୍ଧୀ ଷ୍ଟାଡିୟମରେ ସି.କେ. ନାୟୁଡୁ କ୍ରିକେଟ୍‌ ଟ୍ରଫି ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରିଡା ସଂସଦର ମିଳିତ ଆନୁକୂଲ୍ୟରେ କର୍ଣ୍ଣେଲ ସି.କେ. ନାୟୁଡୁ କ୍ରିକେଟ୍‌ ଟ୍ରଫି ପ୍ରତିଯୋଗୀତା ଓଡିଶା ଏବଂ କର୍ଣ୍ଣାଟକ ମଧ୍ୟରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ
Read More...