Browsing Tag

balangir news

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ନିରାଶ୍ରୟ ଗରିବଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ,
Read More...

ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ତରଫରୁ ତା.୧୭/୧୧/୨୦୨୪ ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ନିର୍ମାଣଧିନ ମନ୍ଦିରରେ ମନ୍ଦିର ପ୍ରତିଷ୍ଠାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ
Read More...

ବଲାଙ୍ଗିର ବିଧାୟକଙ୍କୁ ଓବିସି ମଞ୍ଚର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌ ) : ସ୍ଥାନୀୟ ଠିକାଦାର ପଡା ସ୍ଥିତ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସଭାଗୃହର ଉଦ୍‌ଘାଟନ ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟ ଓବିସି ମଞ୍ଚର କୋଷାଧ୍ୟକ୍ଷ
Read More...

ଗନ୍ଧମାର୍ଦ୍ଦନରେ ଖଣି ଖନନ ହେବ ନାହିଁ ବୋଲି ରାଜ୍ୟ ସରକାର ଏକ ଘୋଷଣାପତ୍ର ଜାରି କରନ୍ତୁ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ହେଉଛି କୋସଳାଞ୍ଚଳର ସ୍ୱାଭିମାନର ପ୍ରତୀକ । ପୁରାଣ ପ୍ରସିଦ୍ଧ ଏହି ଗନ୍ଧଗିରିକୁ ରାମାୟଣ ଯୁଗରେ ବୀର ହନୁମାନ ଉଠେଇ ଆଣିଥିଲେ ଓ ତହିଁରୁ ବିଷଲ୍ୟକରଣୀ ଆଣି ପ୍ରଭୁ ଲକ୍ଷ୍ମଣଙ୍କୁ ଜୀବନ୍ୟାସ ଦିଆଗଲା । ପ୍ରାକୃତିକ ଶୋଭାରାଜୀରେ ପରିପୂର୍ଣ୍ଣ ଏହି
Read More...

ନବନିର୍ମିତ ଶ୍ରମିକ ଭବନର ଶୁଭ ଉଦ୍‌ଘାଟନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ସହରର ଯାଦବ ଭବନ ସମ୍ମୁଖରେ ନବନିର୍ମିତ ଶ୍ରମିକ ଭବନର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ନବନିର୍ମିତ ଶ୍ରମିକ ଭବନ ୩ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବେଳେ ଶ୍ରମିକଙ୍କ ସୁଖଦୁଃଖ ସବୁ ସମୟରେ
Read More...

ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଶିବିର ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଶିବିର ତଥା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ଉପ ଜିଲ୍ଲାପାଳ ପବିତ୍ର କୁମାର ବେହେରା ମୁଖ୍ୟଅତିଥି ତଥା
Read More...

ଜାତୀୟ ସ୍କୁଲ ଉଷୁ ପ୍ରତିଯୋଗିତା ଦଳରେ ବଲାଙ୍ଗିରରୁ ୨ ଜଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ତା. ୨୨ ରୁ ତା. ୨୬ ଜାମ୍ମୁ ଠାରେ ହେବାକୁ ଥିବା ଜାତୀ ଉଷୁ ପ୍ରତିଯୋଗିତା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦ ଜଣ ବାଳକ, ବାଳିକା ପାଇଥିବା ବେଳେ ଏହି ଦଳରେ ବଲାଙ୍ଗିର ଜିଲ୍ଲାରୁ ଅଭିପ୍ସା ହୋତା ଏବଂ ରୁଦ୍ର ମେହେର ସ୍ଥାନ ପାଇଛନ୍ତି ।
Read More...

ବଲାଙ୍ଗିର କିକ୍‌ ବକ୍ସରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଶେଖର କିକ୍‌ ବକ୍ସିଂ ଏକାଡେମିର ୨ କିକ୍‌ ବକ୍ସର ଖେଳାଳୀଙ୍କୁ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ
Read More...

କାର୍ତ୍ତିକ ପୂଣ୍ଣିମା ଉପଲକ୍ଷେ ଭଜନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜୟଦେବ କଳା ସଂସଦ ଦ୍ୱାରା ରେଲୱେ କଲୋନୀ ସ୍ଥିତ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ଘ.୭ ରୁ ଘ.୯.୩୦ ମି. ପର୍ଯ୍ୟନ୍ତ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୂଜକଙ୍କ ତତ୍ତ୍ୱାବଧାନରେ ସଂସଦର କଳାକାରମାନେ ଭଜନ ପରିବେଷଣ କରି
Read More...

ବଲାଙ୍ଗିର ପୌରପରିଷଦର ୧୦ତମ କାଉନସିଲିଂ ବୈଠକରେ ଯୋଗଦେଲେ ବିଧାୟକ କଳିକେଶ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟ ଠାରେ ପୌରପରିଷଦର ୧୦ତମ କାଉନସିଲିଂ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିଲେ । ତାଙ୍କ ସହିତ
Read More...