Browsing Tag

balangir news

ବଲାଙ୍ଗିର ଜିଲ୍ଲା ବସ ମାଲିକ ସଂଘ ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୨୫ - ୨୬ ବର୍ଷ ପାଇଁ ବଲାଙ୍ଗିର ଜିଲ୍ଲା ବସ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତାମାନଙ୍କୁ ନିର୍ବାଚିତ କରାଯାଇଛି । ଏହି ନିର୍ବାଚନରେ ଦୁର୍ଗାଚରଣ ବେହେରା ପୁଣି ଥରେ ସଭାପତି ଭାବରେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଠିକ୍‌
Read More...

ବିପ୍ଲବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓର ୭୧ତମ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ସଭ୍ୟତା ଓ ମାନବତାକୁ ରକ୍ଷା କରିବା ପାଇଁ ଲଢେଇ କରୁଥିବା ଦେଶର ଏକ ମାତ୍ର ବିପ୍ଲବୀ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ ୭୧ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ଗନ୍ଧରେଲ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା
Read More...

ମନବୋଧ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାମେଶ୍ୱର ନଗର ବାସିନ୍ଦା ତଥା ସୁର୍ଡା ଏମ୍‌ଇ ସ୍କୁଲର ପୂର୍ବତନ ଶିକ୍ଷକ ମନବୋଧ ମିଶ୍ର (୭୨)ଙ୍କ ବିୟୋଗ ଘଟିଛି । ଶେଷ ସମୟରେ ପୁଅ, ଜ୍ୱାଇଁ, ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ । ପୁତ୍ର ସୌମ୍ୟ ରଂଜନ ମୁଖାଗ୍ନି ଦେଇଥିଲେ । ବିଭୁତିପଡା
Read More...

ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ବଲାଙ୍ଗିରର ନଟରାଜ କଳାପରିଷଦ କଳା ପ୍ରଦର୍ଶନରେ ଜାତୀୟ ସ୍ତରରେ ପ୍ରଥମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜଧାନୀ ଭୁବନେଶ୍ୱରରେ ଗୁରୁଶ୍ରୀ କେଳୁଚରଣ ମହାପାତ୍ରଙ୍କ ଅଡିଟରିୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ବଲାଙ୍ଗିର ଜିଲ୍ଲାରୁ ମନୋନିତ ହୋଇ ଯାଇଥିବା ନଟରାଜ କଳାପରିଷଦ କଳା ପ୍ରଦର୍ଶନରେ ଜାତୀୟ ସ୍ତରରେ ପ୍ରଥମ ହୋଇଥିବାରୁ ବଲାଙ୍ଗିରରେ
Read More...

ସରକାରଙ୍କ ମିଛ ପ୍ରତିଶୃତିକୁ ଚାଷୀ ନେତା ଆକାଶ ମିଶ୍ରଙ୍କ ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସରକାରଙ୍କ ଧାନ କିଶାକୁ ନେଇ ଆସିଛି ଚାଷୀଙ୍କ ଅସନ୍ତୋଷର ପ୍ରତିବାଦ । ସରକାର ପ୍ରଥମେ ନୋଟିସ ମଧ୍ୟମରେ ଜିଲ୍ଲାର ଅର୍ନ୍ତଗତ ବଲାଙ୍ଗିର ଉପଖଣ୍ଡର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କର ଅବଗତି ନିମନ୍ତେ ଚଳିତ ୨୦୨୪ ବର୍ଷ ଡିସେମ୍ବର ମାସ ୨
Read More...

ଡା. ଦଶରଥ ମିଶ୍ରଙ୍କୁ ମାଲପଡା ନାଗରିକ କମିଟି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ଏକ ସାଧାରଣ ବୈଠକ ସଭାପତି ଯୁଧିଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଂପାଦକ ପଂଚାନନ ସେଠ ପୂର୍ବ ମାସର ବିବରଣୀ ପାଠ କରିଥିଲେ । ପୂର୍ବରୁ
Read More...

ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରକାଶ ପାଇବ ସ୍ମରଣିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ଜାନୁଆରୀରୁ ୨୨ ଜାନୁୟାରୀ ୨୦୨୫ ଦ୍ୱାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଅଞ୍ଚଳର ଲୋକ ସାହିତ୍ୟ, କଳା, ସଂସ୍କୃତି, ପରଂପରା, ନୃତ୍ୟ ଗୀତ, ଲୋକ ନାଟକ, ଇତିହାସ ତଥା ଜୀବନଧାରା ଆଧାରିତ ହୋଇ ଗବେଷଣାତ୍ମକ
Read More...

୨୨ତମ ଫେଡେରେସନ କପ-୨୦୨୪ ପାଇଁ : ୬ ଜଣିଆ ବଲାଙ୍ଗିର କରାଟେ ସ୍କୁଲ ଦଳର ବନାରସ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଇଣ୍ଡିଆ ସେଇସିନକାଇ ସିଟୋର୍ୟୁ କରାଟେ ଡୁ ଫେଡେରେସ ଆନୁକୁଲ୍ୟରେ ବାରଣାସି ସ୍ଥିତ ବିଶ୍ୱବିଦ୍ୟାଳୟ ଇନଡୋର ଷ୍ଟାଡିୟମ ଠାରେ ୨୨ତମ ଫେଡେରେସନ କପ ୨୦୨୪ କରାଟେ ଚମ୍ପିୟାନସିପ୍‌ ଆୟୋଜିତ ହୋଇଅଛି । ଅଲ ଇଣ୍ଡିଆ ସେଇସିନକାଇର ମୁଖ୍ୟ ହାଂଶୀ ପ୍ରେମଜିତ ସେନଙ୍କ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ତା.୨୬.୧୨.୨୦୨୪ ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂଜାର୍ଚ୍ଚନା ପରେ ଦିବଂଗତ ସଭ୍ୟ ଭାସ୍କର
Read More...

ବରିଷ୍ଠ ନାଗରିକଙ୍କୁ ସାହାଯ୍ୟର ହାତ ବଢାଇଲେ ପଶ୍ଚିମ ଓଡିଶା ମହିଳା ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତର ଅନେକ ବରିଷ୍ଠ ନାଗରିକମାନଙ୍କୁ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ପକ୍ଷରୁ ସଭାପତି ସବିତା ନନ୍ଦଙ୍କ ସହଯୋଗରେ ସୀମାରାଣୀ ଗଡତ୍ୟା ଓ ସୀମନ୍ତିନି କାଲସାଏଙ୍କ ଉପସ୍ଥିତିରେ ୧୫ଜଣ
Read More...