Browsing Tag

balangir news

ଅସ୍ତ୍ରୋପଚାର ପାଇଁ ଯୁବ କୁଲୁତା ସମାଜର ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ନିବାସୀ ପ୍ରଶାନ୍ତ ପ୍ରଧାନ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଗୋଡରେ ଗାଡି ଚଢିଯିବା ଯୋଗୁଁ ଅପରେସନ ପାଇଁ ଡାକ୍ତର ରକ୍ତ ଯୋଗାଡ କରିବାକୁ ପରାମର୍ଶ ଦେଇଥିଲେ । ରକ୍ତ ପାଇଁ ଅନେକ ଲୋକଙ୍କୁ ଫୋନ
Read More...

ନବବର୍ଷରେ ଗାଁ ବୁଲିଲେ ନରସିଂହ : ଶୁଭେଚ୍ଛା ଜଣାଇ ଲୋକଙ୍କ ସମସ୍ୟା ଶୁଣିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନବବର୍ଷ ଅବସରରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଜାଗାରେ ଲୋକଙ୍କ ଠାରୁ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେଲେ । ୨୦୨୫ ନୂତନ ବର୍ଷ ଅବସରରେ
Read More...

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଆର୍‌ଟିଓ ପଡିଆ ଠାରେ ରାଜ୍ୟ ପରିବହନ ବିଭାଗ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍‌ଟିଓ ପଡିଆ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗିର ଜିଲ୍ଲାପାଳ ଗୌରବ
Read More...

ନବବର୍ଷରେ ଗାଁ ବୁଲିଲେ ନରସିଂହ, ଶୁଭେଚ୍ଛା ଜଣାଇ ଲୋକଙ୍କ ସମସ୍ୟା ଶୁଣିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନବବର୍ଷ ଅବସରରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଜାଗାରେ ଲୋକଙ୍କ ଠାରୁ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେଲେ । ୨୦୨୫ ନୂତନ ବର୍ଷ
Read More...

ପ୍ରଭାକର ରଥଙ୍କ ୧୦୪ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୪ତମ ଜୟନ୍ତୀ ଅରୁଣ ଖୁଆସଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏ ପାର୍ବଣରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷମାନିଧି ଝାଙ୍କର ମୁଖ୍ୟ ଅତିଥି, କବି ରାଜୀବ ଲୋଚନ ଆଚାର୍ଯ୍ୟ ମୁଖ୍ୟବକ୍ତା ଓ
Read More...

ପତିତପାବନ ଏକାଡେମୀର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ସ୍କୁଲର ପ୍ରଧାନଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଲାଙ୍ଗିର ବ୍ଲକ ଧୁମାଭଟା ବାଣୀଶ୍ରୀ ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ ଭାବରେ ନିଜର ବୃତ୍ତିଗତ
Read More...

ଚାନ୍ଦଲିପାହାଡର ଅତିତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର

“ଆମର ଜଙ୍ଗଲ, ପାହାଡ ଓ ନଦୀର ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମର ସାମାଜ ଓ ସଂସ୍କୃତି ଜଙ୍ଗଲ, ଜମି ଓ ଜଳ ଉପରେ ପର୍ଯ୍ୟବେଶିତ । ଜଙ୍ଗଲରୁ ନେଇ କି ନଦୀକୂଳରେ ମଣିଷ ସଭ୍ୟତାଗୁଡିକ ଗଢିଉଠିଛି । ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏହି ଜଙ୍ଗଲ, ଜମି ଓ
Read More...

ତହଁକ୍ କୁଟୁମ୍‌ର ବୀରତା ଦିବସ୍ ପାଲନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି ବୀରତା ଦିବସ୍ । ଆଜିର ଦିନରେ ଘେଁସ୍ ଜମିଦାର ସହୀଦ ମାଧୋ ସିଂହ ସହୀଦ ହୋଇଥିଲେ ସେଥି ପାଇଁ ସାରା ଓଡିଶାରେ ଏହି ଦିନକୁ ବୀରତା ଦିବସ ଭାବରେ ରାଜ୍ୟ ସରକାର ପାଳନ କରୁଛନ୍ତି । ଏହି
Read More...

ମଠଖାଇ ମହୋତ୍ସବର ଲୋଗୋ ଉନ୍ମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ଆରମ୍ଭ ହେବ ସର୍ବଭାରତୀୟ ବହୁଭାଷୀ ନାଟକ ମଠଖାଇ ମହୋତ୍ସବ । ଏଥିପାଇଁ ଆଜି ସ୍ଥାନୀୟ ମହାଲକ୍ଷ୍ମୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହାର ସୂଚନା ଦିଆଯାଇଛି । ମଠଖାଇ ମହୋତ୍ସବ
Read More...

ଜେଏସ୍‌ଏମ୍ ମହାବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜେଏସ୍‌ଏମ୍ ମହାବିଦ୍ୟାଳୟର ନବମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗଣେଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାର ଶୁଭାରମ୍ଭ କରିଥିଲେ ।
Read More...