Browsing Tag

balangir news

୨୦୨୫ରେ ବଲାଙ୍ଗିର ନାଗରିକ କମିଟିର ରଜତ ଜୟନ୍ତୀ ପାଳନ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ତ୍ରୟୋଦଶ ସାଧାରଣ ପରିଷଦ ବୈଠକ ଡଃ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ସମ୍ଭାଷଣ ପରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ
Read More...

୧୬ତମ ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ପଥୋତ୍ସବରେ ଉଲ୍ଲସିତ ବଲାଙ୍ଗିର ବଲାଙ୍ଗିର, (କେପିଏନ୍‌ଏସ୍‌) : ୫ ଜାନୁୟାରୀ ୨୦୨୫ ଦିନ ସକାଳେ ସ୍ଥାନୀୟ ମଠଖାଇ ମନ୍ଦିରରେ ନାଟ୍ୟଦୀପର ପୂଜା କରି ଭୂମିକା ଓ ମଠଖାଇ ମହୋତ୍ସବର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ନାଟ୍ୟଦୀପକୁ କୋଶଲ କଳାମଣ୍ଡଲକୁ ଅଣାଗଲା । ସେହି ସ୍ଥାନରେ ମହୋତ୍ସବର
Read More...

ଶିବତଲା ଗ୍ରାମକୁ ନୂତନ ବ୍ଲକରେ ସାମିଲ କରାଯାଉ ଗ୍ରାମବାସୀ ଦାବୀ ଜଣାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମକୁ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପରିଦର୍ଶନ କରିଥିଲେ । ବିଧାୟକ କଳିକେଶ ଶିବତଲା ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଏକ
Read More...

ସୁମନ୍ତ ମେମୋରିଆଲ ଭେଟେରାନ କ୍ରିକେଟ ମ୍ୟାଚରେ ବିଜୟୀ ହେଲେ ନବକିଶୋର ଭେଟେରାନଦଳ

ଶିବୁ ବାଘ ମେନ ଅଫଦି ମେଚ ବଲାଙ୍ଗିର, (କେପଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ପୂର୍ବତନ କ୍ରୀଡା ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ସ୍ମୃତିରେ ଏକଦିବସୀୟ ଭେଟେରାନ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଭେଟେରାନ ୧୧ ଓ ରୁଗୁଡିପଡା ନବକିଶୋର ଭେଟେରାନ
Read More...

ବଲାଙ୍ଗିର ଜିଲ୍ଲା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

ଜାନୁୟାରୀ ୬ରୁ ୨୪ ତାରିଖରୁ ତାଲିମ ଦିଆଯିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ନୋଡାଲ ଅଫିସର ଡଃ. ଧନଞ୍ଜୟ ସେଠ୍‌ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ
Read More...

ତୃତୀୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ‌ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦନଭାଟି ଖେଳ ପଡିଆ ଠାରେ ବଡ଼ ଧୁମ୍‌ଧାମ୍‌ରେ ତୃତୀୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିବା ବେଳେ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ମହାବିଦ୍ୟାଳୟ ପରିସର ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିରଙ୍କ ଆନୁକୁଲ୍ୟରେ ଜ୍ଞାନଜ୍ୟୋତି ମାତା ସାବିତ୍ରିବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ
Read More...

ଜାନୁୟାରୀ ୩ୟ ସପ୍ତାହରେ ଆନ୍ତଃସ୍କୁଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଣ

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ଚଳିତ ଜାନୁୟାରୀ ମାସ ତୃତୀୟ ସପ୍ତାହରୁ ଆନ୍ତଃସ୍କୁଲ କ୍ରିକେଟ୍‌ ଟୁର୍ଣ୍ଣାମେଶଣ୍ଣ ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହେବ । ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଣରେ ଗୋଟିଏ ସ୍କୁଲର ସପ୍ତମ ଶ୍ରେଣୀର ୩ ଜଣ, ଅଷ୍ଟମ ଶ୍ରେଣୀର ୩ ଜଣ, ନବମଶ୍ରେଣୀର ୪ ଜଣ ଓ
Read More...

ଚତୁରଙ୍ଗ ନବପ୍ରକାଶର ୯ମ ଓ ୧୦ମ ସଂଖ୍ୟାର ପାଠକାର୍ପଣ ସମାରୋହ

ଚତୁରଙ୍ଗକୁ ଆହୁରି ପାଠକାଭିମୁଖୀ କରାଯିବାକୁ ଆହ୍ୱାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଚତୁରଙ୍ଗ ନବପ୍ରକାଶର ୯ମ ଓ ୧୦ମ ସଂଖ୍ୟାର ପାଠକାର୍ପଣ ସମାରୋହ, କୋଶଳ କଳାମଣ୍ଡଳ ପରିଚାଳନା ସମିତି ସଦସ୍ୟ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ
Read More...

୫ରେ ଗାନ୍ଧୀ ଷ୍ଟାଡିୟମରେ ସୁମନ୍ତ ମେମୋରିଆଲ ଭେଟେରାନ କ୍ରିକେଟ ମ୍ୟାଚ୍‌

କମିଟି ପକ୍ଷରୁ ଷ୍ଟାଡିୟମରେ ଜର୍ସି ଉନ୍ମିଚିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୫ ତାରିଖରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ପୂର୍ବତନ କ୍ରୀଡା ସଂଗଠକ ସ୍ୱର୍ଗତ ସୁମନ୍ତ ଭୋଇଙ୍କ ସ୍ମୃତିରେ ଏକ ଦିବସୀୟ ଭେଟେରାନ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି ।
Read More...