Browsing Tag

balangir news

ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ଉଦ୍‌ଯାପିତ : କେୱାଇଏସ୍‌ସି କଣ୍ଟାବାଞ୍ଜି ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଇନ୍‌ଟ୍ରା କ୍ଲବ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ଟି କେୱାଇଏସ୍‌ସି କଣ୍ଟାବାଞ୍ଜି ଓ ନବକିଶୋର ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟି କରି ୯୫ ରନ୍‌
Read More...

ଜାମଗାଁ ୧୯୯୪ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ହାଇସ୍କୁଲର ୧୯୯୪ ମ୍ୟାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଓ ଗୁରୁପୂଜା ସାଲେଭଟା ନିକଟ ଗାଈଖାଇ ଠାରେ ହୋଇଯାଇଛି । ଏହି ଦିନ ବଣପାହାଡ ଘେରା ପ୍ରାକୃତିକ ପରିବେଶ ମଣ୍ଡିତ ରମଣୀୟ ସ୍ଥାନରେ ଛାତ୍ରଛାତ୍ରୀ
Read More...

ଆସନ୍ତା ୧୨ରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମହାସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଅଫିସରେ ଚାଲିଥିବା ଅହୋରାତ୍ର ଆହୋଦିବସ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଓ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତର ବିକଳ୍ପ ପନ୍ଥା ନ ଥାଏ । ରକ୍ତର ଅଭାବ ସମୟରେ ମନୁଷ୍ୟ ହିଁ ମନୁଷ୍ୟକୁ ରକ୍ତଦାନ କରି ଜୀବନ ବଂଚାଇଥାଏ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ତରଣୀ ପାତ୍ର ରକ୍ତଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା
Read More...

ମଠଖାଇ ମହୋତ୍ସବ ତୃତୀୟ ସଂଧ୍ୟା : ମୁଖ୍ୟଅତିଥି ଭାବେ ଯୋଗ ଦେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବ ତୃତୀୟ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପ୍ରଗତିବାଦୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଓ
Read More...

ଶୁଲିଆ ପୀଠରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ

ଆଶିଷ କାମନା ସହ ଲୋକଙ୍କ ମଙ୍ଗଳ କାମନା କଲେ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରସିଦ୍ଧ ଯାତ୍ରା ଶୁଲିଆ ଯାତ୍ରା ହଜାର ହଜାର ଶ୍ରଦ୍ଧାଲୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ
Read More...

ମିର୍ଦ୍ଧାପାଲି ଖଲା ଥି ବି ବଡା ଜାକଜମକ୍ ଆର୍ ଧୁମଧାମରେ ଶୁଲିଆ ଯାତ୍ରା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର୍ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଲାଂଗିରର୍ ଭିନେ ଭିନେ ଠାନେ ଶୁଲିଆ ଯାତ୍ରାର୍ ଜମକ୍ ଦେଖବାକେ ମିଲସି। ଖଇରଗୁଡା ବଡଖଲା ନେ ଲାଖ୍ ଲାଖ୍ ଲୁକର୍ ଭିଡ୍ ଦେଖବାକେ ମିଲୁଥିବାର୍ ବେଲକେ ବାକି ଠାନେ ବି ଲୁକର୍ ଖଚାଖଚ୍ ଭିଡ୍ ଦେଖବାକେ ମିଲସି।
Read More...

ପ୍ରଫେସର ଡଃ. ଦତ୍ତେଶ୍ୱର ହୋତାଙ୍କୁ ମଠଖାଇ ସମ୍ମାନ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୬ତମ ମଠଖାଇ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଯୋଗଦାନ କରିଛନ୍ତି । ଅଶୋକ ଦାସ ସଭାପତିତ୍ୱରେ ଆୟୋଜିତ ସଭାରେ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ସମାଜକୁ ସଚେତନ କରିବା ପାଇଁ ନାଟ୍ୟ
Read More...

ସମ୍ବର୍ଦ୍ଧିତ ହେଲେ ବିଧାୟକ କଳିକେଶ ଓ ସୁଟିଂ ଖେଳାଳି ସୁବାଶ ପାଣିଗ୍ରାହୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ଠାରେ ଅନୁଷ୍ଠିତ ୩ୟ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନି ଉତ୍ସବରେ କମିଟି ପକ୍ଷରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ଟିଟିଲାଗଡର ସୁଟିଂ ଖେଳାଳି ସୁବାଶ ପାଣିଗ୍ରାହୀଙ୍କୁ ଉଭୟଙ୍କ କୃତିତ୍ୱ ପାଇଁ କମିଟି ପକ୍ଷରୁ
Read More...

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ସମ୍ମାନୀତ ହେଲା ବଲାଙ୍ଗିର ଉଠା ଜଳସେଚନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ସମ୍ମାନୀତ ହେଲା ବଲାଙ୍ଗିର ଜିଲ୍ଲା । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ
Read More...