Browsing Tag

balangir news

କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅତର୍କିତ ଆକ୍ରମଣ : ଏସ୍‌ୟୁଜେ ବଲାଙ୍ଗିର ଶାଖା ତରଫରୁ ଘଟଣାର…

ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍. ପିଙ୍କୁ ଦାବିପତ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଅଧିକାରୀ ଅତର୍କିତ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରିବାର ଏହି ହୀନ ପ୍ରୟାସକୁ
Read More...

ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରୁଗୁଡିପଡା ସ୍ଥିତ ହୋଟେଲ ପାର୍କଲାଣ୍ଡରେ ଦ ବିଗେଷ୍ଟ ମେକ୍‌ଅପ୍‌ କାର୍ନିଭାଲ ୨୦୨୫ କାର୍ଯ୍ୟକ୍ରମକୁ ମୀନତି ସାହୁ ଓ ଇତି ଘିବେଲା ଆୟୋଜିତ କରିଥିଲେ । ଆଇବିସି ବଲାଙ୍ଗିର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ
Read More...

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) :ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର ମୁଖ୍ୟ
Read More...

୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲେ ବ୍ଲକ ଅନ୍ତର୍ଗତ ମହୀମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩୭ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ତ୍ରିଦିବସୀୟ ଏହି ତାଲିମ ଶିବିରକୁ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର
Read More...

ବଲାଙ୍ଗିର ଫଲସାପତ୍ରୀ ଉଚ୍ଛେଦକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଫଲସାପତ୍ରୀ ଉଚ୍ଛେଦକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ବିରୋଧ । ବଲାଙ୍ଗିର ସହର ଫଲସାପତ୍ରୀ ବସ୍ତିକୁ ପୁଣି ଥରେ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଏହାକୁ ବିରୋଧ କରାଯାଇଛି । ପୂର୍ବାହ୍ନ ୧୧ଟା ସମୟରେ ବସ୍ତି
Read More...

ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜାନୁୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁର ଠାରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡିଶା ଦଳ ଚମ୍ପିୟାନ ଦଳ ଭାବରେ ପୁରସ୍କୃତ ହୋଇଛନ୍ତି । ଏହି ଚମ୍ପିୟାନ ଦଳରେ ବଲାଙ୍ଗିର ଜିଲ୍ଲାର
Read More...

ଜାନୁୟାରୀ ୧୪ରେ ବଲାଙ୍ଗିର ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୨ତମ ଉପଖଣ୍ଡ ସ୍ତରୀୟ ବଲାଙ୍ଗିର ଲୋକ ଉତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ୧୪.୦୧.୨୦୨୫ (ମଙ୍ଗଳବାର) ଦିନ ସ୍ଥାନୀୟ
Read More...

ଜୁନିୟର ଇନଟ୍ରା କ୍ଲବ କ୍ରିକେଟ ଉଦ୍‌ଯାପିତ : କେୱାଇଏସ୍‌ସି କଣ୍ଟାବାଞ୍ଜି ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଇନ୍‌ଟ୍ରା କ୍ଲବ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ଟି କେୱାଇଏସ୍‌ସି କଣ୍ଟାବାଞ୍ଜି ଓ ନବକିଶୋର ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନବକିଶୋର ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟି କରି ୯୫ ରନ୍‌
Read More...

ଜାମଗାଁ ୧୯୯୪ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅନ୍ତର୍ଗତ ଜାମଗାଁ ହାଇସ୍କୁଲର ୧୯୯୪ ମ୍ୟାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଓ ଗୁରୁପୂଜା ସାଲେଭଟା ନିକଟ ଗାଈଖାଇ ଠାରେ ହୋଇଯାଇଛି । ଏହି ଦିନ ବଣପାହାଡ ଘେରା ପ୍ରାକୃତିକ ପରିବେଶ ମଣ୍ଡିତ ରମଣୀୟ ସ୍ଥାନରେ ଛାତ୍ରଛାତ୍ରୀ
Read More...

ଆସନ୍ତା ୧୨ରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମହାସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଅଫିସରେ ଚାଲିଥିବା ଅହୋରାତ୍ର ଆହୋଦିବସ
Read More...