Browsing Tag

balangir news

ବଲାଙ୍ଗିର ଡାକ୍ତରଖାନାରେ ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା ଅଘରିଆ ସମାଜ ତରଫରୁ ସରକାରୀ ଭୀମଭୋଇ ଡାକ୍ତରଖାନା ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇ ପାଖାପାଖି ୧୫୦୦ ଲୋକଙ୍କୁ ଦିଆଯାଇଥିଲା । ରକ୍ତଦାନ, ଦହିପାଣି ବଣ୍ଟନ, ସ୍ଵଚ୍ଛଳ ପରିବାରର
Read More...

ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ସୁଭାଷ ପରବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ତରଫରୁ ନେତାଜୀଙ୍କ ୧୨୮ତମ ଜୟନ୍ତୀ ଏବଂ ପରିଷଦର ୩୩ତମ ପ୍ରତିଷ୍ଠା ଦିବସ “ସୁଭାଷ ପରବ” ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ସହର ସ୍ଥିତ ନେତାଜୀଙ୍କ ପ୍ରତିମୃର୍ତ୍ତି
Read More...

ବଲାଙ୍ଗିର ଜିଲ୍ଲା ଏଡିଇଓ ସଂଘ ଗଠିତ

ବଲାଙ୍ଗିର, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ହରିଶଙ୍କର ଠାରେ ଆଜି ବଲାଙ୍ଗିର ଜିଲ୍ଲା ଏଡିଇଓ ସଂଘ ଗଠିତ କାର୍ଯ୍ୟକ୍ରମରେ କର୍ମକର୍ତ୍ତା ଚୟନ କରାଯାଇଛି ଏଥିରେ ସଭାପତି ଭାବେ ରଜନୀକାନ୍ତ ପଟ୍ଟନାୟକ, ଉପସଭାପତି ସୁଭାସୀସ ମିଶ୍ର
Read More...

ଏଆଇଡିଏସ୍‌ଓ – ଏଆଇଡିୱାଇଓ – ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ନେତାଜୀ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱାଧିନତା ଆନ୍ଦୋଳନର ଆପୋଷହୀନ ଧାରାର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ନେତାଜୀ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନେତାଜୀ
Read More...

ଜିଲ୍ଲା ଆସିବାସୀ କଲ୍ୟାଣ ସଂଘ ହସ୍ତକ୍ଷେପ ପରେ ମର ଶରୀର ଗାଁକୁ ଫେରିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଆଟଗାଁ ଗ୍ରାମ ପଂଚାୟତ ଆଟଗାଁର ରଜନୀ କାଂଟା କୁଅଁର ବସୟ (୨୬) ଆଦିବାସୀ ସମ୍ପ୍ରଦାୟର ଜଣେ ଶ୍ରମିକ ଏଠି କାମ ଧନ୍ଦା ନ ମିଳିବାରୁ ଦୁଇଟି ଝିଅ ଗୋଟିଏ ପୁଅ ବାପା ମାଁକୁ ପରିପୋଷଣ ନ କରିପାରିବାରୁ ଆନ୍ଦ୍ରପ୍ରଦେଶର ବିଜୟୱାଡାରେ କାମ କରୁଥିଲେ
Read More...

ତହଁକ କୁଟୁମ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ କୁଟୁମ ତରଫରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ କୋଶଲି କବିତା ଆସର ତହଁକ କବିତାସାଲ୍, ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ତହଁକର ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ
Read More...

ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡୁଡୁକାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡୁଡୁକାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଉଭୟ ବରପୁତ୍ରଙ୍କୁ ପୁଷ୍ପମାଲ୍ୟ
Read More...

କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଗୌନ୍ତିଆ ବୁଢା ବିଦ୍ୟାପୀଠ ପଥର୍ଲାର କିରାଣୀ ରାଜେନ୍ଦ୍ର ମଲ୍ଲିକଙ୍କ (୫୯) ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ନିଲେନ୍ଦ୍ରୀ ମଲ୍ଲିକ, ପୁତ୍ର ତାପସ, ଝିଅ ମାନସୀ, ବନ୍ଧୁ ସ୍ୱାଧିନ ସାହୁ,
Read More...

ବଲାଙ୍ଗିର ଲୋକ ଉତ୍ସବରେ ସାମ୍ବାଦିକଙ୍କୁ ଅସମ୍ମାନ ଅଭିଯୋଗ : ପ୍ରବେଶ ପରଚିୟ ପତ୍ର ଫେରାଇ ଦେଲେ ସାମ୍ବାଦିକ

ବଲାଙ୍ଗିର : ବଲାଙ୍ଗିର ଲୋକ ଉତ୍ସବରେ ସାମ୍ବାଦିକଙ୍କୁ ଅସମ୍ମାନ ଅଭିଯୋଗ । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଲୋକ ଉତ୍ସବର କାଲି ଥିଲା ତୃତୀୟ ସନ୍ଧ୍ୟା । ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ପୂର୍ବରୁ ପାର୍କିଂକୁ ନେଇ ତୁତୁ ମେମେ ହୋଇଥିଲା । ଯାହା ସାମ୍ବାଦିକଙ୍କ ସମ୍ମାନହାନୀ
Read More...

ତୃତୀୟ ବିମଲେଇ ମହୋତ୍ସବ ଉଦ୍‌ଘାଟିତ : ‘ଏକତା ବଜାୟ ରହିଲେ ସଫଳତା ମିଳେ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମ ଠାରେ ତୃତୀୟ ବିମଲେଇ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମହୋତ୍ସବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପୁଇଁତଲେ ବ୍ଲକ
Read More...