Browsing Tag

balangir news

ଆଇଏସ୍‌ପିଏଲ୍‌ ସିଜିନ – ୨ରେ ବଲାଙ୍ଗିରର ପୁଅ ମହେନ୍ଦ୍ର ଅମିତାଭ ବଚ୍ଚନଙ୍କ ହାତରୁ ଟ୍ରଫି ଗ୍ରହଣ କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ବାଲିପଟା ତଥା ଇନ୍ଦିରା ନଗର ନିବାସୀ ଦୁତିବାହାଲ ଚନ୍ଦନଙ୍କ ୨ୟ ପୁତ୍ର ଆଇଏସ୍‌ପିଏଲ୍‌ ସିଜିନ-୨ (ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ) ଗତ ଜାନୁୟାରୀ ୧୯ରୁ ଖେଳିବାକୁ ଯାଇଥିଲେ । ସିନେମା ଅଭିନେତା ଅମିତାଭ ବଚ୍ଚନଙ୍କ ଟିମ୍‌ ମଝି ମୁମ୍ବାଇ
Read More...

କପସିଲା ସରକାରୀ ପ୍ରାଥମିକରେ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କପସିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ସିନ୍ଦିରାବହାଲି ଠାରେ ସିଆର୍‌ସିସି ସୁଧାଂଶୁ ପୁଟାଙ୍କ ତତ୍ତ୍ୱାବଧାନ ଓ ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିଲତା ଦଣ୍ଡସେନାଙ୍କ ସମ୍ପୂର୍ଣ୍ଣ ସହଯୋଗରେ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟରର
Read More...

“ଭୂମିକା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ସହସ୍ରାଧିକ ଛାତ୍ରଛାତ୍ରୀ
Read More...

ଐତିହାସିକ ତଥା ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ସାଧୁ ଚରଣ ମିଶ୍ରଙ୍କର ୫୦ତମ ପୂଣ୍ୟତିଥି ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ଠାରେ ମହାନ ଐତିହାସିକ ସ୍ୱର୍ଗତ ସାଧୁ ଚରଣ ମିଶ୍ରଙ୍କର ପଞ୍ଚଦଶ ତମ ଶ୍ରାଦ୍ଧ ବାର୍ଷିକି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ନାଗରିକ କମିଟିର ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଦୀପ
Read More...

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଂଶୁପା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନର
Read More...

ବିଜେପି ପାର୍ଟି ନଗର ତରଫରୁ କଲା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପି ପାର୍ଟି ନଗର ତରଫରୁ ଟିକ୍ରାପଡାଠାରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଂକଜିନୀ ପଣ୍ଡାଙ୍କ ଅଧକ୍ଷତାରେ ପୁଲବାମା ଘଟଣାକୁ ନେଇ କଲା ଦିବସ ପାଳନ କରାଯାଇଥିଲା । ସହିଦ ଭଗଦ ସିଂ, ଜୟ ରାଜଗୁରୁ ଓ ଶୁକଦେବଙ୍କୁ ବ୍ରିଟିଶ ସରକାର ଫାସୀ ଦଣ୍ଡାଦେଶ
Read More...

ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ମଧୁମେହ ରୋଗ ଓ ରକ୍ତଚାପ ଉପରେ ବିଭିନ୍ନ ଛକମାନଙ୍କ ଠାରେ ଶିବିର ଆୟୋଜନ କରାଯାଇଛି । ଦୂର୍ଗା ମଣ୍ଡପ ଓ ସାଇ ମନ୍ଦିର କଲେଜ ଛକଠାରେ ୨୫୦ଜଣ ତାଙ୍କର
Read More...

ଫ୍ରେଣ୍ଡସ୍‌ କ୍ଲବ ରାଜ୍ୟ ଫୁଟବଲ ପ୍ରତିଯୋଗିତାରେ ନରସିଂହ

ହୀନ ରାଜନୀତି ପଡିଆର ବିକାଶରେ ପ୍ରତିବନ୍ଧକ ସାଜିଲା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ଶିକ୍ଷା ସାଙ୍ଗକୁ କ୍ରୀଡାକ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିବ, ଏହି ଲକ୍ଷ୍ୟରେ ଏହି ପଡିଆକୁ ଗତ ୧୦ ବର୍ଷ ଭିତରେ ବିକାଶ କରାଯାଇଛି । ପଡିଆର ପଶ୍ଚିମ ପଟରେ ଏକ
Read More...

ଏବିଭିପି ପକ୍ଷରୁ ପୁଲୱାମା ସହିଦ୍ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନଗର ତରଫରୁ ପୁଲୱାମା ସହିଦ ଦିବସ ପାଳିତ ହୋଇଯାଇଛି । ୨୦୧୯ ମସିହାରେ ଗତ ଛଅ ବର୍ଷ ତଳେ ୧୪ ଫେବୃଆରୀ ଦିନ କାଶ୍ମୀରର ପୁଲୱାମା ଠାରେ ପାକିସ୍ତାନୀ ଆତତାୟୀମାନଙ୍କ ଦ୍ଵାରା ଆକ୍ରମଣ ହୋଇଥିଲା । ୪୦ ଜଣ ସୈନିକ ଏହି
Read More...

ବଲାଙ୍ଗିର ଲକ୍ଷ୍ମୀଜୋର ପୋଲିସ ଷ୍ଟେସନ କାର୍ଯ୍ୟକ୍ଷମ ପାଇଁ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଛି । ଅଗଷ୍ଟ ୨୦୨୨ରେ ପ୍ରସ୍ତାବିତ ଲକ୍ଷ୍ମୀଯୋର ପୋଲିସ ଷ୍ଟେସନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନଥିବାରୁ ସଂଘ ଅସନ୍ତୋଷ
Read More...