Browsing Tag

balangir news

ରାଧାରମଣ ନଗର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ରାଧାରମଣ ନଗର ଗନ୍ଧରେଲ ୟୁପି ସ୍କୁଲର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟଶତ୍ରୀ ଯୋଗମୁଦ୍ରା ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି କବି ତଥା ଓକିଲ ସୁଶାନ୍ତ ବାଗ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷକ
Read More...

ବିଦ୍ୟୁତ ଦେୟ ବର୍ଦ୍ଧିତ ନକରି ପ୍ରଚଳିତ ଦେୟ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ସରକାର ବିଦ୍ୟୁତ ଦେୟ ବୃଦ୍ଧି କରିବାକୁ ଯାଉଥିବା ନିଷ୍ପତ୍ତି ପ୍ରତିବାଦରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଗତକାଲି ଆଭାସୀ ମାଧ୍ୟମରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବୃଦ୍ଧି ନିଷ୍ପତ୍ତିର
Read More...

ଗୁଣି ଗାରେଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ଥାନା ଆଠଗାଁରୁ ଆସୁଛି ବଡ଼ ଖବର । ଗୁଣି ଗାରେଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଏଥିରେ ଜଣେ ମୃତ ଓ ୪ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମୃତକ ଜଣକ ଶ୍ୟାମ ବାଗ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ତୁଷୁରା
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

ବଲାଙ୍ଗିର : ଦୁଇ ପରିବାର ଭିତରେ ଗଣ୍ଡଗୋଳ । ମାରପିଟ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଶ୍ୟାମବାଗ ଏବଂ ହତ୍ୟାକାରୀ ରୁପା ରଣା ବୋଲି ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଏଭଳି ଘଟଣା ଘଟିଛିସୂଚନା ଅନୁସାରେ
Read More...

ବାଲାଜୀ କଲେଜରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବାଲାଜୀ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାଜୀ କଲେଜ ର ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲଙ୍କ
Read More...

ଚୁଡାପାଲିକୁ ବ୍ଲକ ଘୋଷଣା ଦାବି : ପଂଚାୟତିରାଜ ମନ୍ତ୍ରୀ ଓ ସାଂସଦଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚୁଡାପାଲି ବ୍ଲକ ଘୋଷଣା ପାଇଁ ଚୁଡାପାଲି ବ୍ଲକ କମିଟିର ଏକ ପ୍ରତିନିଧି ଦଳ ପଂଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗିତା କୁମାରୀ ସିଂହଦେଓଙ୍କୁ
Read More...

ବଲାଙ୍ଗିରରେ ନୂଆ ଏସ୍‌ପି ଅଭିଳାଷ ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଯୋଗଦେଲେ ନୂଆ ଏସ୍‌ପି । ନୂଆ ଏସ୍‌ପି ଭାବରେ ଯୋଗଦାନ କରିଛନ୍ତି ଅଭିଳାଷ ଜି । ଏହି ଅବସରରେ ବଲାଙ୍ଗିର ପୁଲିସ ତରଫରୁ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୁଲିସ ଅଧିକାରୀମାନେ
Read More...

ବଲାଙ୍ଗିର ବ୍ଲକସ୍ତରୀୟ ନିପୁଣ ଟି.ଏଲ୍.ଏମ୍ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଚନ୍ଦନଭାଟି ପ୍ରାଥମିକ ସ୍କୁଲ ଠାରେ ନିପୁଣ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ବ୍ଲକ ଶିକ୍ଷା
Read More...

ସୁରେଶ କୁମାର ନାଏକଙ୍କ ପରଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁରୁଲ ନିବାସୀ ସୁରେଶ କୁମାର ନାଏକଙ୍କ ପରଲୋକ । ବୟସ ମାତ୍ର ୫୧ ବର୍ଷ । ସେ କୁରୁଲ ଗ୍ରାମ୍ୟ କମିଟି ସଭାପତି ରହି କେନ୍ଦ୍ର କମିଟିର ଅନେକ କାର୍ଯ୍ୟରେ ଯୋଗ ଦେଇ ସେବା କାମକୁ ଆଗଭର ହୋଇ ନିର୍ବାହ କରୁଥିଲେ । ବଲାଙ୍ଗିର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ସେବାରେ
Read More...

ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଧାରଣା ଓ ବିକ୍ଷୋଭ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପେଲେସ ଲାଇନ ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଧାରଣା ଓ ବିକ୍ଷୋଭ । ଏକତା ମଞ୍ଚ ପକ୍ଷରୁ ହିରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ଶହ ଶହ
Read More...