Browsing Tag

balangir news

ବିଜୁଙ୍କ ନାମକୁ ୩ଟି ଯୋଜନାରୁ ବାଦ୍‌ ଦିଆଯାଇଛି : ହେମନ୍ତ କୁମାର ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମାର୍ଚ୍ଚ ୫କୁ ଓଡିଶାରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ପାଇଁ ବିଜେପି ସରକାର ବାରଣ କରିବା ପରେ ରାଜ୍ୟର ରାଜନୈତିକ ବାତାବରଣ ସରଗରମ ରହିଛି । କିନ୍ତୁ ଏହି ଘଟଣାର ଯଥେଷ୍ଟ ପୂର୍ବରୁ ବିଜୁଙ୍କ ନାମରେ
Read More...

ପଣ୍ଡିତ କବିରାଜ ଦଶରଥ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସଂଗଠନ ତରଫରୁ କବିରାଜ ଦଶରଥ ମିଶ୍ରଙ୍କ ବିୟୋଗରେ ଶିକ୍ଷାବିତ୍‌ କପିଳ ପତିଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ
Read More...

ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ମହନ୍ତ ଓ ଗୁରୁ ଭାଇଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିରଙ୍କ ଦ୍ୱାରା ବ୍ରାହ୍ମଣ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଚୈତ୍ର ମାସ ଶୁକ୍ଳପକ୍ଷ ଶ୍ରୀ ରାମନବମୀ ଜନ୍ମ ଉତ୍ସବ ଦିନ ତା.୦୭.୦୪.୨୦୨୫ରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ମହନ୍ତ ମହାରାଜ ଶ୍ରୀ ବ୍ରଜ ମୋହନ ଶରଣ ଦେବ ଓ ଗୁରୁ ଭାଇ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ୨୧ଜଣ ବ୍ରାହ୍ମଣ ପିଲାମାନଙ୍କ
Read More...

ବଲାଙ୍ଗିର ବ୍ରାହ୍ମଣ ସମାଜ ଦ୍ୱାରା ଶକ୍ତି ବାହିନୀ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା ପାଇଁ ଏକ ଶକ୍ତି ବାହିନୀ ଗଠନ କରାଯାଇଛି । ଏହି ସଭାରେ ସମାଜର ପୂର୍ବତନ ସଭାପତି ଗିରିଧାରୀ ଶତପଥି, ଶକ୍ତି ବାହିନୀର ଗଠନର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ
Read More...

ଗୁରୁପୂଜନ ଉତ୍ସବ ମହାସମାରୋହରେ ପାଳିତ

ମୋର ଛାତ୍ରଛାତ୍ରୀମାନଙ୍କ ଏହି ଭକ୍ତି ଓ ସମ୍ମାନ ମତେ ଅଧିକ ଦିନ ବଂଚିବାର ଉତ୍ସାହ ଦେଇଛି - ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ମ୍ୟାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜରାସିଂହା ଲକ୍ଷ୍ମଣଝୁଲା ଠାରେ
Read More...

ଚମକିଲେ ବଲାଙ୍ଗିର ମାଟିର ବୋହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ସାଜିଲେ ବଲାଙ୍ଗିରର ବୋହୁ ତଥା ଝିଅ । ପଙ୍କରୁ ପଦ୍ମ ଫୁଟିଲା ପରି ଏକ ମଫସଲ ଗାଁରୁ ଆସିଥିବା ଏକ ଝିଅ ତଥା ବୋହୁ ଆଜି ସାରା ରାଜ୍ୟରେ ନିଜ ଗାଁ ତଥା ନିଜ ପରିବାରର ନା ରଖି ଗୌରବାନ୍ୱିତ କରାଇଛନ୍ତି । ଭୁବନେଶ୍ୱର ଠାରେ
Read More...

କୋର୍ଟରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ

ବଲାଙ୍ଗିର : ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଗୁରୁବାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ ହେଉଛି । ପାଟଣାଗଡ ADJ କୋର୍ଟରେ ହାଜର ହୋଇଛନ୍ତି ପୁଞ୍ଜିଲାଲ । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି ।ମାନ୍ୟବର
Read More...

କର୍ଲାବାହାଲି ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରକେଲା ବ୍ଲକ କର୍ଲାବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ । ପରିଚାଳନା କମିଟି ସଭାପତି ସିତାରାମ ବାଗ ମଞ୍ଚ
Read More...

ଜନ୍ମ ଦିବସରେ ମୃତ୍ୟ, ପୂର୍ବତନ ପୋଲିସ ଅଧିକାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ଜନ୍ମ ଦିବସରେ ମୃତ୍ୟୁ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ସହର ଗାନ୍ଧୀନଗର ପଡାରେ । ଆଜି ନିଜ ୬୪ ତମ ଜନ୍ମ ଦିବସରେ ଆରପାରିକୁ ଚାଲିଯାଇଛନ୍ତି । ଗାନ୍ଧୀନଗର ପଡା ବାସିନ୍ଦା ପୂର୍ବତନ ପୋଲିସ ଅଧିକାରୀ ରଜନୀକାନ୍ତ ମିଶ୍ର । ଗତ ୬
Read More...

ଆଖିଲ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ବିଦ୍ୟୁତ ଦେୟ ବୃଦ୍ଧି କରିବାକୁ ଯାଉଥିବା ନିଷ୍ପତ୍ତି ପ୍ରତିବାଦରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଗତକାଲି ଆଭାସି ମାଧ୍ୟମରେ ହୋଇଥିବା ବୈଠକ ନିଷ୍ପତ୍ତି ଅନୁସାରେ ଅନି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବୃଦ୍ଧି ନିଷ୍ପତ୍ତିର
Read More...