Browsing Tag

balangir news

ଆରମ୍ଭ ହେଲା ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

ପିଲାଙ୍କୁ ଖଡ଼ି ଛୁଆଁଇ ଉଜ୍ୱଳ ଭବିଷ୍ୟତର କଲେ କାମନା : ଜିଲ୍ଲାପାଳ ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷରୁ ଲାଗୁ
Read More...

ପର୍ଶୁରାମ ଜନ୍ମୋମହୋତ୍ସବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଟାଉନ ବାଳିକା ବିଦ୍ୟାଳୟ ପରିସରରେ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ପର୍ଶୁରାମ ବାହିନୀ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ସୁଧିର କୁମାର ନନ୍ଦଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଶକ୍ତିବାହିନୀ ମୁଖ୍ୟା କସ୍ତୁରୀ ରଥ ମଂଚ
Read More...

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାତ ଜନମ ପାଇଁ ହାତ ଧରିଥିଲା । କ୍ଷଣିକରେ ଅସୁର ସାଜିଲା ସଇତାନ୍‌ ସ୍ୱାମୀ । ଟାଙ୍ଗିଆ ଚୋଟରେ ହାଣି ପକାଇଲା ଜୀବନ ସଂଗୀନୀଙ୍କୁ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଅନ୍ତର୍ଲା ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତ ମହିଳା ଜଣକ ହେଲେ
Read More...

ତାଲଜୁରି ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ତାଲଜୁରି ଗ୍ରାମ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ପରିବେଶରେ ନୂତନ ଭାବରେ ପାଦ ଦେଇଥିବା ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କୁ ସ୍ୱାରଗତ କରାଯାଇଥିବା ବେଳେ ପ୍ରଧାନଶିକ୍ଷକ
Read More...

ଆସନ୍ତା ୪ରୁ ୯ ଏପ୍ରିଲ ମାଁ ଚନ୍ଦ୍ରସେନୀ ମହୋତ୍ସବ

ବିଶେଷ ଆକର୍ଷଣ ମୀନାବଜାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୪ ରୁ ୯ ତାରିଖ ପର୍ଯ୍ୟନ୍ତ ମାଁ ଚନ୍ଦ୍ରସେନୀ ମହୋତ୍ସବ ଚିମିନିଭାଟି ପଡା ସ୍ଥିତ ଚନ୍ଦ୍ରସେନୀ ମନ୍ଦିରରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ହେବ
Read More...

ଯେଶୱାଲ ସମାଜ ପକ୍ଷରୁ ଚୈତ୍ର ପର୍ବ

ସୁନ୍ଦରାକାଣ୍ଡ ଏବଂ ୧୫୦୦ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମଲେଇ ମନ୍ଦିର ଚୈତ୍ର ମାସରେ ମାଁଙ୍କ ପୂଜାର୍ଚ୍ଚନା ସହ ମାଁଙ୍କ ବେଶ ଦେଖିବା ପାଇଁ ବେଶ୍‌ ଭିଡ ହେଉଛି । ଏହି ଅବସରରେ ଯେଶୱାଲ ସମାଜ ପକ୍ଷରୁ ଚୈତ୍ର ମାସ ଆଜି ଦିନରେ ପ୍ରଭୁଶ୍ରୀ ରାମଚନ୍ଦ୍ର
Read More...

ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ମହୋତ୍ସବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଥ ଶ୍ରୀ ଚିନ୍ମୟ ଦାସଜୀ ମହାରାଜଙ୍କ ପ୍ରେରଣାରେ ବଲାଙ୍ଗିର ସୁଦପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରୁଣ କୁମାର ହେର୍ଣ୍ଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସାଜିଲା ସଇତାନ । ନୃସଂଶ ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ଦେଓଗାଁ ପୋଲିସ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥୀରାଜ ହାଇସ୍କୁଲ ହଲ୍‌ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥିଭାବେ ଯୋଗଦେଇ ବରପୁତ୍ରମାନଙ୍କ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି
Read More...

ସହଜ ମାନସାଙ୍କ ପୁସ୍ତକର ଦେୟମୁକ୍ତ ସଂସ୍କରଣ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପାରେଶ୍ଵର ମହାଲିଙ୍ଗ ସ୍ମୃତି କମିଟି ତରଫରୁ ସହଜ ମାନସାଙ୍କ ନାମକ ଏକ ପୁସ୍ତକ ଦେୟ ମୁକ୍ତ ବିତରଣ ନିମନ୍ତେ ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...