Browsing Tag

balangir news

ବୃକ୍ଷ ହିଁ ଭଗବାନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜା ସେବା ସଂଗଠନର ସହଯୋଗରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଗତ ତିନି ଦିନ ଧରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମ ଦିନ ଆର.ଆର. କଲୋନି ଓ ସଦାଇପାଲି
Read More...

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ଫୁସଫୁସ କର୍କଟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଅଗଷ୍ଟ ୧ ତାରିଖରେ ବିଶ୍ୱ ଫୁସଫୁସ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଫୁସଫୁସ କର୍କଟ
Read More...

ବିଲେଇସର୍ଡ଼ା ହାଇସ୍କୁଲରେ ପ୍ରେମଚନ୍ଦ ଜୟନ୍ତୀ ପାଳିତ

"ପ୍ରେମଚନ୍ଦ ନିଜର କାହାଣୀ ଓ ଉପନ୍ୟାସ ପାଇଁ ଚିର ଅମର ରହିବେ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟଠାରେ ପ୍ରେମଚନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ମାର୍ଗଦର୍ଶନରେ ଆୟୋଜିତ
Read More...

କର୍ମକ୍ଷେତ୍ରରେ ଯୌନ ଶୋଷଣ ସଂପର୍କିତ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳାମାନେ ଆମ ସମାଜର ସଂରକ୍ଷକ । ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ବଳିଷ୍ଠ ଯୋଗଦାନ ହିଁ କୌଣସି ସମାଜର ଭୂୟୋବିକାଶର ପ୍ରଥମ ସୋପାନ । ଏଥିରେ ବ୍ୟତିକ୍ରମ କିନ୍ତୁ ଗ୍ରହଣୀୟ ନୁହେଁ । ତାଙ୍କୁ ବିଭିନ୍ନ ଅନାଚାରରୁ
Read More...

ମିଳୁନାହିଁ ଜଏନିଂ ଅର୍ଡର : ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗିର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି । ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗିର ଡିଇଓ ତାଙ୍କୁ ନିର୍ଦ୍ଦେଶ ଦେଇନାହାନ୍ତି । ଦେବଗଡ଼
Read More...

ସେଣ୍ଟ୍ରାଲ୍‌ ଚର୍ଚ୍ଚ କମିଟିର ବାର୍ଷିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖ ଦିନ କେନ୍ଦ୍ର ଉପାସନାଳୟସ୍ଥିତ ଲାଇବ୍ରୋରୀ ହଲ୍‌ ଠାରେ ସେଣ୍ଟ୍ରାଲ୍‌ ଚର୍ଚ୍ଚ କମିଟିର ବାର୍ଷିକ ସଭା ଆ. ନିମୁଏଲ୍‌ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଦାୟୀ ସଂପାଦକ କୁଲଦୀପ ବାଗ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବାରିକ ବିଗତ ଦିନର
Read More...

ପ୍ରଦେଶକଂଗ୍ରେସ ମିଡିଆସେଲ ଅଧ୍ୟକ୍ଷଙ୍କୁ ବଲାଙ୍ଗିରରେ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଦେଶ କଂଗ୍ରେସରେ ଭକ୍ତଚରଣ ଦାସ ପିସିସି ସଭାପତି ହେବାପରେ କିଛି ନୂଆଲୋକଙ୍କୁ ତାଙ୍କ ଟିମରେ ନେଇଛନ୍ତି । ସେଥିରେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ଅରବିନ୍ଦ ଦାସଙ୍କୁ ପ୍ରଦେଶକଂଗ୍ରେସର ମିଡିଆ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଦାୟୀତ୍ୱ
Read More...

୬୫ତମ ଓଡିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ପି.ପି. ଏକାଡେମୀ ଛାତ୍ରମାନଙ୍କ କୃତିତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତା ୨୩ରୁ ୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସନ୍ତରଣାଗାରଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟ ସନ୍ତରଣ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲାରୁ ୧୭ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୬ ଜଣ
Read More...

ବ୍ଲକ ସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବଲାଙ୍ଗିରରେ ବ୍ଲକ ସ୍ତରୀୟ କୃଷି ଉପଦେଷ୍ଟା କମିଟି ଗଠିତ ହୋଇଯାଇଛି । ସଭାରେ ବ୍ଲକ କୃଷି ଅଧିକାରୀ ତଥା ବ୍ଲକ ବୈଷୟିକ ଆବାହକ ବିଶ୍ୱଜିତ ପାଟ୍ଟଯୋଷି ସଭାପତିତ୍ୱ କରିଥିଲେ । ସଭାରେ ସହକାରୀ କୃଷି ଅଧିକାରୀ ବଲାଙ୍ଗିର
Read More...

ଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଓ ଦ୍ୱିବାର୍ଷିକ ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ସିଡିଏମ ଏବଂ ପିଏଚଓ କାର୍ଯ୍ୟାଳୟର ଏନଏଚଏମ ହଲଠାରେ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଏବଂ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଭାରେ ପୂର୍ବ କାର୍ଯ୍ୟନିର୍ବାହୀ କମିଟିକୁ ଭାଙ୍ଗି ନୂଆ
Read More...