Browsing Tag

balangir news

ଜେ.ଏସ.ଏମ. ମହାବିଦ୍ୟାଳୟରେ କୃଷ୍ଣ ଜନ୍ମାଷ୍ଟମୀର ଭବ୍ୟ ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେ.ଏସ.ଏମ. ମହାବିଦ୍ୟାଳୟରେ କୃଷ୍ଣ ଜନ୍ମାଷ୍ଟମୀ ପର୍ବକୁ ଅତ୍ୟନ୍ତ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଛି । ଏହି ବିଶେଷ ଅବସରରେ ମୁଖ୍ୟ୍ ଅତିଥି ଭାବରେ ୟୁ.ପି.ଏମ.ଏସ. ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଳ, ଅତିଥି ଭାବରେ ବରିଷ୍ଠ୍ ସାମ୍ବାଦିକ ମୋହନଲାଲ ଅଗ୍ରୱାଳ ଓ
Read More...

ସାହିତ୍ୟ ସଂସଦ ଦ୍ୱାରା ଗଙ୍ଗାଧର ଜୟନ୍ତୀ ପାଳିତ

"ପ୍ରକୃତିର ସାର୍ଥକ ରୂପକାର କବି ଗଙ୍ଗାଧର" ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ
Read More...

ବଲାଙ୍ଗିରଠାରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ଅତି ଆଡମ୍ବର ଓ ହର୍ଷ ଉଲ୍ଲାସ ସହ ପାଳିତ ହୋଇଯାଇଛି । ସ୍ଵାଧୀନତା ଦିବସ-୨୦୨୫ ଅବସରରେ ବଲାଙ୍ଗିର ସହରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ପ୍ରାତଃ ୦୪.୩୦ମି ସମୟ ରେ ଡାକବାଜି ଯନ୍ତ୍ର ମାଧ୍ୟମରେ
Read More...

ପାଗଳା କୁକୁର କାମୁଡ଼ାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼ଭେଳା ବ୍ଲକ ଚିଞ୍ଚେଡ଼ ଗ୍ରାମରେ ପାଗଳା କୁକୁର କାମୁଡ଼ାରେ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ଯୋଗାଇଦେବା, ବୁଲା କୁକୁରଙ୍କ ଦ୍ୱାରାତ୍ମ୍ୟରୁ ଧନ ଜୀବନ ସୁରକ୍ଷା, କୁକୁର ଘଉଡ଼ାଇବା ପାଇଁ ତୁରନ୍ତ ସ୍ୱତନ୍ତ୍ର ପଦକ୍ଷେପ ନେବା, କୁକୁର କାମୁଡ଼ାରେ ପୀଡ଼ିତ
Read More...

ଖଦ୍ୟୋତ ଅନୁଷ୍ଠାନର ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନର ୭୯ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଭବିଷ୍ୟତରେ ସେବା ମନୋଭାବର ଆଦର୍ଶକୁ ନେଇ ଅନୁପ୍ରଣିତ ହେବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ । ଏଥିରେ
Read More...

ବାଲାଜୀ କଲେଜରେ ୭୯ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ସ୍ଥିତ ୨୭ ନମ୍ବର ଜାତୀୟ ରାଜପଥ ନିକଟବର୍ତ୍ତୀ ବାଲାଜୀ କଲେଜରେ ୭୯ତମ ସ୍ୱାଧୀନତା ଦିବସ ବିଶେଷ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ତଥା ବଲାଙ୍ଗିରର ପୂର୍ବତନ ବିଧାୟକ ନରସିଂହ
Read More...

ମାରୱାଡି ସେବା ସଦନରେ ଜାତୀୟ ପତାକା ଉତ୍ତୋଳନ କଲେ ନରସିଂହ

ଧନୀ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କମ୍‌ କରିବା ସରକାରର ଲକ୍ଷ୍ୟ ହେଉ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଆଜି ୭୯ତମ ସ୍ୱାଧିନତା ଦିବସ ପାଳନ କରୁଛି । ଆମେ ପ୍ରତ୍ୟେକେ ଆଜିର ଦିବସକୁ ଉତ୍ସାହ ସହିତ ପାଳନ କରୁଛୁଁ । ଦେଶ ଆଜି ଅନେକ କ୍ଷେତ୍ରରେ ପ୍ରଗତି କରିଛି । ଏ ବର୍ଷର ସ୍ୱାଧିନତା
Read More...

ବନ୍ଦ ହୋଇଯିବ ୧୧୩ ବର୍ଷର ଐତିହ୍ୟ ଦଳଗଞ୍ଜନ ପ୍ରେସ : ସୁରକ୍ଷା ପାଇଁ ଐତିହ୍ୟ ସୁରକ୍ଷା କମିଟି ଆନ୍ଦୋଳନ ଚେତବାନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ ରାଜ୍ୟ ସରକାର ଓଡିଶା ଅସ୍ମିତା ପାଇଁ ଗୁରୁତ୍ୱବହନ କରୁଥିବା ବେଳେ କିନ୍ତୁ ତତ୍‌କାଳିନ ପାଟଣା ଶାସନ ସମୟରେ ଗଢି ଉଠିଥିବା ଓ ପରବର୍ତ୍ତି ସମୟରେ ଓଡିଶା ଶାସନ ଅଧିନରେ ରହିଗଲା ସ୍ୱାଧିନତା ପୂର୍ବର ପ୍ରଥମ ଦଳଗଞ୍ଜନ ପ୍ରେସ । ଏ ନେଇ ନାନା ଆଶଂକାରେ
Read More...

ପଲ୍ଲୀ ଆଲୋକ ପାଠାଗାର ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୯ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗ୍ରାମର ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ,
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୭୯ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲ୍ ପରିସରରେ ୭୯ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତିଶ
Read More...