Browsing Tag

balangir news

ବଲାଙ୍ଗିର ଜିଲ୍ଲା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ତା.୨୪.୦୮.୨୦୨୫ ଜିଲ୍ଲା କମିଟି ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ଅକ୍ଷୟ କୁମାର ରଣା ସଭାପତିତ୍ୱ କରିଥିଲେ । ପ୍ରଥମେ ଇଷ୍ଟଦେବ ରୁଦ୍ରପାଳ ଓ ରଣେଶ୍ୱରୀଙ୍କ ପୂଜା କରାଯାଇଥିଲା । ଏହା
Read More...

ଟିକ୍ରାପଡା ପୂଜା ମଣ୍ଡପର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଟିକ୍ରାପଡା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ର ଚଳିତ ବର୍ଷ ନବରାତ୍ର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ପ୍ରଦୀପ ସାହୁ ବିଗତ
Read More...

‘ନାରୀନିର୍ଯ୍ୟାତନା ଓ ସଶକ୍ତିକରଣ’ ଶୀର୍ଷକ ଆଲୋଚନାଚକ୍ର

“ସମାଜ ସଚେତନ ଓ ପ୍ରତିକ୍ରୀୟାଶୀଳ ହେଲେ ନାରୀନିର୍ଯ୍ୟାତନା କମିବ” ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଗେ ଯୁଗେ ପୁରୁଷକେନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଦୁର୍ବଳା, ଅବଳା ଇତ୍ୟାଦି କହି ଅବହେଳା କରାଯାଇ ଆସିଛି । ନାରୀ ସମାଜ ସୃଷ୍ଟିର ମୂଳ ଆଧାର ଓ ପରିବାର ଗଠନରେ ସଂପୂର୍ଣ୍ଣ ସମର୍ପିର୍ତ
Read More...

ଆସନ୍ତାକାଲି ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଭିକ୍ଷୋବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆମର ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଭିକ୍ଷୋବ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
Read More...

ଦେଓଗାଁ ବ୍ଲକରେ ଆସନ୍ନ ମରୁଡି ଅଶଙ୍କା : ବିଭିନ୍ନ ପଂଚାୟତର କ୍ଷେତ୍ର ପରିଦର୍ଶନ କଲେ ସମରେନ୍ଦ୍ର

ସ୍ୱଳ୍ପବୃଷ୍ଟିି, ସାରର କଳାବଜାରି ଚାଷୀ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ଆରମ୍ଭରେ ଆଶା କରାଯାଉଥିଲା ଚାଷ ଜମିକୁ ସୁହାଇଲା ଭଳି ବର୍ଷା ହେବ କିନ୍ତୁ ପାଣି ପାଗ ତାର ଠିକ୍‌ ଓଲଟା ଦେଖାଦେଇଛି । ବିଶେଷ କରି ଏ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ
Read More...

ସାଉନ୍ତେଇ ଦେବୀଙ୍କ ଠାରେ ନବାନ୍ନ ଅର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମର ମାଁ ସାଉନ୍ତେଇ ଦେବୀ ମନ୍ଦିର ଠାରେ ଗତ କାଲି ନବାନ୍ନ ଭୋଗ ଲାଗିହୋଇଛି । ଏଥିରେ ମାଁଙ୍କ ପୂଜକ ମାଣିକ ଥନାପତି ଓ ତାଙ୍କ ସହଯୋଗୀମାନେ ଭୋଗ ତିଆରି କରିଥିଲେ । ନୂଆଁ ଧାନରେ ଖିରି, କାକରା ପିଠା ଓ ଅନ୍ୟାନ୍ୟ
Read More...

ଐତିହ୍ୟ ସାଲେଭଟା ମାଁ ପାଟଣେଶ୍ୱରୀ ମନ୍ଦିର ପର୍ଯ୍ୟଟନ ସ୍ଥଳି ମାନ୍ୟତା ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ଦାବି ପାଇଁ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହାସିକ ସାଲେଭଟା ୨୬ଟା ଗଡ ମଧ୍ୟରୁ ପାଟଣା ଶାସନ ସମୟ ଗଡ ମଧ୍ୟରେ ବେଶ ଗାଁ ପରିଚିତ । ଗୋଟିଏ ମନ୍ଦିରରେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ୧୫୦୦ ଖ୍ରୀଷ୍ଟାବ୍ଦ ରାଜା ବଳରାମ ଦେବଙ୍କ ଅମଳରୁ ଏହି ମନ୍ଦିରଟି ସ୍ଥାପନ ହୋଇଥିଲା । ଏହାର ସୌନ୍ଦର୍ଯ୍ୟକରଣ ଓ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ବିଶୁଦ୍ଧ ଓ ସୁସ୍ଥ ପାନୀୟ ଜଳ ପାଣି ପାଇଁ ବାଲ୍ଟି ନେଇ ଏନ୍‌ଏସ୍‌ୟୁଆଇ ଛାତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନ୍ୟାସନାଲ୍‌ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ୟୁଆଇ) ବଲାଙ୍ଗିରର ସଦସ୍ୟମାନେ ଶୁକ୍ରବାର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଭିତରେ ସୁରକ୍ଷିତ ଓ ସୁସ୍ଥ ପାଣି ଯୋଗାଣ ଦାବିରେ ଏକ ଅଭିନବ ଉପାୟରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାବି ଜଣାଇଛନ୍ତି
Read More...

ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନ ପୁଣି ତେଜିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଳ୍ପ ବିହିନ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଦାବୀ ହୋଇ ଆସୁଅଛି । ବର୍ତ୍ତମାନ ସମ୍ବଲପୁରଠାରେ କୃଷି ବିଶ୍ୱ ବିଦ୍ୟାଳୟ ଏବଂ ବଲାଙ୍ଗିର ଠାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା
Read More...

ଅନୁଦାନ ଦାବୀରେ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (ଓଏସ୍‌ଏନ୍‌ଏଲଇଏ)ର ଆହ୍ୱାନକ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିବତଲାରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ଗତ ୧୬ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ
Read More...