Browsing Tag

balangir news +2 chse topper of balangir

ଯୁକ୍ତ ଦୁଇ କଳା ପରୀକ୍ଷାରେ କମାଲ୍‌ କଲେ ଛାତ୍ରୀ ବିପାଶା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ବଲାଙ୍ଗିର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବିପାଶା ବାଗ ୫୩୪ ମାର୍କ ରଖି ଟପ୍ପର ହୋଇଥିବା ନେଇ ଜଣାପଡ଼ିଛି । ବିପାଶା ବଲାଙ୍ଗିର ସହରର ଓମ୍‌ କୋଚିଙ୍ଗ୍‌ରେ ପାଠ ପଢୁଥିବା ବେଳେ
Read More...