Browsing Tag

balagnir news

ଓସିଏ ଭିଜନ ୨୦୨୪: ଅମିତାଭ ଫ୍ୟାନ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧି ଷ୍ଟାଡିୟିମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗିତାରେ ଅମିତାଭ ଫ୍ୟାନ କ୍ଳବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତା ଅମିତାଭ ଫ୍ୟାନ କ୍ଳବ ଓ ନାଏ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
Read More...

ଟାଇଲ୍‌ରେ ଚାପି ହୋଇ ପ୍ରାଣ ହରାଇଲେ ଜଣେ ଶ୍ରମିକ, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଇଲ୍‌ରେ ଚାପି ହୋଇ ପ୍ରାଣ ହରାଇଛ‌ନ୍ତି ଜଣେ ଶ୍ରମିକ ଓ ଏଥିରେ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି । ବଲାଙ୍ଗିରରେ ଟାଇଲ ବୋହୁଥିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର
Read More...

ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ‘ଭାବର୍‌ ଭେଟ୍‌’

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ନିକଟସ୍ଥ ଶଙ୍କରଭୁଜି ଠାରେ ତହଁକ ସାହିତ୍ୟ କୁଟୁମ୍‌ ତରଫରୁ ‘ଭାବର୍‌ ଭେଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘କୋଶଲୀ ଅସ୍ମିତାର ନୁରାଖୁଜା’ ଆଲୋଚନା ଚକ୍ରରେ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନଂଦ
Read More...