Browsing Tag

badachana news

ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର : ୭ ମୃତ

ବଡ଼ଚଣା : ଦୁର୍ଘଟଣାଗସ୍ତ ଗାଡ଼ିକୁ ଧକ୍କା ଦେଲା ଆଇଚର । ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଇଛି ଆଇଚର । ଆଜି ଭୋର ୫ଟା ସମୟରେ କଲିକତା ପଟୁ ଆସୁଥିବା ଏକ
Read More...

ହୃଦଘାତରେ ଚାଲିଗଲେ ସମିତି ସଭ୍ୟ ବିନୋଦ ବିହାରି ଜେନା

ବଡଚଣା : ବଡଚଣା ନିର୍ବାଚନ ମଣ୍ଡଳୀର ବଡ଼ ବାଲିକୁଦା ଗ୍ରାମପଞ୍ଚାୟତର ସମିତି ସଭ୍ୟ ବିନୋଦ ବିହାରି ଜେନାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ସମିତି ସଭ୍ୟ ଶ୍ରୀ ଜେନା ଜଣେ ପରୋପକାରୀ ଏବଂ ସୁମଣିଷ ଭାବରେ ବେଶ୍‌ ପରିଚିତ ଥିଲେ । ତାଙ୍କ ଅମର ଆତ୍ମାର ସଦଗତି ସହିତ ତାଙ୍କ ଶୋକସନ୍ତପ୍ତ
Read More...