ବୁଡିଗଲେ ଆଉ ଜଣେ ପର୍ଯ୍ୟଟକ : ଚାଲିଗଲା ସୌମ୍ୟରଞ୍ଜନଙ୍କ ଜୀବନ
ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଦିଅଁଝର ଝରଣାରେ ଅଘଟଣ । ଜଳପ୍ରପାତରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ପର୍ଯ୍ୟଟକ ଜଣକ ହେଲେ କଟକ ନୂଆବଜାର କଲ୍ୟାଣୀନଗରର ସୌମ୍ୟରଞ୍ଜନ ପରିଜା ବୋଲି ଜଣାପଡିଛି । ଖବର ଅନୁଯାୟୀ, କଟକର ୬ ଜଣ ପର୍ଯ୍ୟଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ଦିଅଁଝର!-->…
Read More...
Read More...