କୁଟାସିଂହା ୩୩/୧୧ କେଭି ବିଦ୍ୟୁତ ଗ୍ରୀକ୍ ସବଷ୍ଟେସନ କାର୍ଯ୍ୟକ୍ଷମ ହେବ କେବେ ?
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା (କଣ୍ଟାପାଲି) ୩୩/୧୧ କେଭି ଗ୍ରୀଡ ସବଷ୍ଟେସନ ଉଦଘାଟନ ହେବା ଦୀର୍ଘ ସାତମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେଉନାହିଁ । ତେଣୁ ଅଞ୍ଚଳରେ ତୀଵ୍ରଅସନ୍ତୋଷ ଦେଖାଯାଉଛି । ପ୍ରକାଶ ଯୋଗ୍ୟ!-->…
Read More...
Read More...