Browsing Tag

agalpur news

ଆଗଲପୁର ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟପେପର୍‌ ବଂଟନ କାର୍ଯ୍ୟକ୍ରମ ସିପିଏନ୍‌ ହାଇସ୍କୁଲ ଭରସୁଜା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ସମ୍ମାନିତ ଅତିଥି ଭାବେ ଏବିଇଓ ଅରୁଣୀ
Read More...

+୩ ଷଷ୍ଠ ସେମିଷ୍ଟାର ଫଳାଫଳରେ ରୋତ୍‌ କଲେଜ୍‌ର ୩ ଛାତ୍ରୀଙ୍କ ବାଜିମାତ୍‌

ଆଗଲପୁର, (ଦେବାଶିଷ ପଧାନ) : ଯୁକ୍ତ ୩ ଷଷ୍ଠ ସେମିଷ୍ଟାର୍‌ର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ରୋତ୍‌ରେ ଅବସ୍ଥିତ ଆଗଲପୁର ପଞ୍ଚାୟତ ସମିତି କଲେଜର ୩ ଜଣ ଛାତ୍ରୀ ବାଜିମାତ୍‌ କରିଥିବା ଜଣାପଡ଼ିଛି । ସଂପୃକ୍ତ କଲେଜର ୩ ଜଣ ଛାତ୍ରୀ ଟପ୍‌ ଟେନ୍‌ରେ ଆସିଛନ୍ତି । ଓଡ଼ିଆ ସମ୍ମାନରେ ୮.୧୧
Read More...

ଦଶମ ଶ୍ରେଣୀ ଛାତ୍ରକୁ ପାଠ୍ୟ ପୁସ୍ତକ ଯୋଗାଇ ଦେଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ପଞ୍ଚାୟତର ଝାରବନ୍ଦଲି ଗ୍ରାମର ଶ୍ରୀକାନ୍ତ ସାଗର ଦଶମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ପିତା ସୁଶୀଲ ସାଗରଙ୍କ ମୃତ୍ୟୁ ପରେ ପରିବାରର ବଡ ଭଉଣୀ ଓ ମା' ନୀଳାଦ୍ରି ସାଗର ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ବଡ ଝିଅ
Read More...

ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତିଙ୍କ ପରଲୋକ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ପୂର୍ବତନ ସଭାପତି ଗୋପାଳଚନ୍ଦ୍ର ତ୍ରିପାଠୀଙ୍କ ପରଲୋକ ହୋଇଯାଇଛି । ସେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଅତି ଘନିଷ୍ଠ ସହଯୋଗୀ ଭାବରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଅନେକ ଦିନ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପଟୁଆପାଲି ଠାରେ ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଏହି ମହତ କାର୍ୟ୍ୟକ୍ରମକୁ ବିଜୁଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନଙ୍କ ଦ୍ଵାରା ରୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଚିକିତ୍ସା ସାହାଯ୍ୟ ପାଇଁ…

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକର ବିଙ୍ଗ ହ୍ୟୁମାନ କାର୍ୟ୍ୟକର୍ତ୍ତାମାନଙ୍କ ମିଳିତ ଉଦ୍ୟମରେ ଆଜି ଲୋଇସିଂହା ବ୍ଲକର କୁଶଙ୍ଗ, ବୁରୋମୁଣ୍ଡା, ତଳିଉଡାର ଗ୍ରାମର ଅନେକ ରୋଗୀମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ।
Read More...

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆଁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମରାମୁଣ୍ଡା ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ପୁତ୍ର ସହଦେବ ସାହୁ(୧୯) କୌଣସି ଏକ କାରଣକୁ ନେଇ ପାଣ୍ଡେସରା ପତରା ଡୁଙ୍ଗୁରି ଠାରେ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଆଗଲପୁର
Read More...

ରିନବଚନ ପଞ୍ଚାୟତରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଗ୍ରାମବାସୀ ପଞ୍ଚାୟତର ମୁଖ୍ୟ ଫାଟକରେ ତାଲା ମାରିଲେ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମିଶି ପଞ୍ଚାୟତ ଅଫିସକୁ ଘେରାଉ କରି ତାଲା ପକାଇଛନ୍ତି । ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁସାରେ ରିନବଚନ ଗ୍ରାମକୁ ଗୋଟିଏ କଲ୍ୟାଣ ମଣ୍ଡପ ଆସିଛି ବିଧାୟକ ପାଣ୍ଠିରୁ ୨୦ଲକ୍ଷ
Read More...

ଅବହେଳିତ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ବିଶେଷଜ୍ଞ ଡାକ୍ତର ପଦବୀ ଖାଲି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଷ ବର୍ଷ ହେଲା ଅବହେଳାର ଶିକାର ହୋଇ ଆସୁଛି । ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ
Read More...

ରାଏମନ୍ ଫାଉଣ୍ଡେସନ ତରଫରୁ ପକ୍ଷାଘାତ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆଗଲପୁର, (ଦେବାଶିଷ ମିଶ୍ର) : କରୋନା ମାହାମାରୀର ଦୁର୍ଦ୍ଦିନ ସମୟରେ ଅନେକ ନିରୀହ ଗରିବ ପରିବାର ନିଜ ରୋଜଗାର ମଧ୍ୟ ହରାଇଛନ୍ତି । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଜଣେ ଅସହାୟଙ୍କୁ ଦେଖିବାକୁ ମିଳିଛି ଲୋଇସିଂହା ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁରେ ୩୦ ବର୍ଷୀୟ
Read More...