Browsing Tag

agalpur news

ମରଣ ଯନ୍ତା ପାଲଟିଛି ରାସ୍ତା : ସାଧାରଣରେ ଅସନ୍ତୋଷ

ଆଗଲପୁର, (କେପିଏନ୍‌ଏସ୍‌) : ମରଣ ଯନ୍ତା ପାଲଟିଛି ରାସ୍ତା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା ହେଉଛି ରାଜ୍ ଆଗଲପୁର ବ୍ଲକ ନିକଟସ୍ଥ ହଲଦୀ ପଦରରୁ ନଅଗାଁ(କ) ଗ୍ରାମ ପଞ୍ଚାୟତକୁ ଯିବା ଆସିବା କରିବା ପାଇଁ ସାହା ଭରସା । କିନ୍ତୁ ଦୁଃଖର ବିଷୟ ସ୍ୱାଧୀନତାର ଏତେ
Read More...

ହରଭଙ୍ଗା ସ୍କୁଲ ତରଫରୁ ବନ ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ କରି ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୃକ୍ଷ ରୋପଣ
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଆଗଲପୁର, (କେପିଏନ୍‌ଏସ୍‌) : ଭରସୂଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ (୭୦)ଙ୍କ ସ୍ତ୍ରୀ ଜାନକୀ ଭୋଇ(୬୫) ବହୁ ଦିନରୁ ରୋଗରେ ପୀଡିତ ଥିଲେ ଓ ୫ ଦିନ ପୂର୍ବରୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ବଲାଙ୍ଗିରରେ ଭର୍ତି ହୋଇଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ
Read More...

ସାଲେଭଟା ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ

ଆଗଲପୁର, (ବିମଳ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକର ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଆଜିର ସୁନ୍ଦର ପରିବେଶ ଆସନ୍ତା କାଲିର ସୁନ୍ଦର ଜୀବନ, ବୃକ୍ଷହିଁ ଜୀବନ, ପରିବେଶର ସୁରକ୍ଷାକରିବା ଓ ପୃଥିବୀକୁ ବଂଚାଇବା ଏହି ସର୍ନ୍ଧଭକୁ
Read More...

ରୋତ୍‌ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଆଗଲପୁର, (ବିମଲ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ୍‌ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚମରା ଚୌହାନ ଅବସର ଗ୍ରହଣ କରିଛନ୍ତି । ତେବେ ଏହି ଅବସରରେ କୋଭିଡ୍‌ ଗାଇଡ ଲାଇନ ଅନୁପାଳନ ପୂର୍ବକ ଏକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ପ୍ରଧାନ
Read More...

ଆଗଲପୁରରେ ନୂଆ ତହସିଲଦାର

ଆଗଲପୁର,(କେପିଏନ୍‌ଏସ୍‌) : ଆଗଲପୁର ତହସିଲ କାର୍ଯ୍ୟାଳୟରେ ନୂଆ ତହସିିଲଦାର ଭାବେ ଅମୃତଲାଲ ବେହେରା ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସନ୍ତୋଷ କୁମାର ଦାଶ ଏଠାରେ ଅବସ୍ଥାପିତ ଥିଲେ । ଶ୍ରୀ ଦାଶ ଗତ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଶ୍ରୀ ବେହେରା ନୂଆ ତହସିଲଦାର ଭାବରେ ଯୋଗଦାନ
Read More...

ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଲା କେଶରୀୟା ହିନ୍ଦୁ ବାହିନୀ

ଆଗଲପୁର, (କେପିଏନ୍‌ଏସ୍‌) : ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଇଛି କେଶରୀୟା ହିନ୍ଦୁ ବାହିନୀ । ଏ ସଂପର୍କରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଖଲିଆପାଲି ଗ୍ରାମ ଠାରେ ଚୋରା ଗୋଚାଲାଣ କରାଯାଉଥିବା ବେଳେ
Read More...

କରୋନରେ ବୃଦ୍ଧଙ୍କ ମୃତ୍ୟୁ : ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର…

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢି ଚାଲିଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ତେବେ ଗତକାଲି ନୁନିଆପାଲି ଗ୍ରାମ ପଞ୍ଚାୟତର ନୁନିଆପାଲି ଗ୍ରାମର ଜଣେ ବୃଦ୍ଧ କରୋନାରେ ସଂକ୍ରମଣ ହୋଇ ମୃତ୍ୟ ବରଣ କରିଥିବା ବେଳେ ବୃଦ୍ଧଙ୍କ ପରିବାର
Read More...

ବିଶ୍ୱାସ ନ ହେଲେ ବି ସତ : ପୋଡା ମୋବିଲ୍‌ ଭଳି ଦେଖାଯାଉଛି ପିଏଚ୍‌ଡ଼ି ପାଣି

ଆଗଲପୁର, (କେପିଏନ୍‌ଏସ୍‌) : କିଏ କହୁଛି କାଢା ତ, କିଏ କହୁଛି ପୋଡା ମୋବିଲ, ତ ଆଉ କିଏ କହୁଛି ଡ୍ରେନ୍ ପାଣି । ହେଲେ କେହି ବି ବିଶ୍ୱାସ କରୁନାହାନ୍ତି ଏହା ବିଶୁଦ୍ଧ ପିଇବା ପାଣି ବୋଲି । ଚାରିଦିନ ହେବ ଏମିତି ପାଣି ଯୋଗାଣ ହେଉଛି ସାଲେଭଟା ପିଏଚଡି ପମ୍ପ ହାଉସରୁ । ନିଦାବିଷ୍ଣୁ ପଂଚାୟତ
Read More...

ହାତୀ ଉପଦ୍ରବ : ଗୋଟିଏ ଦିନରେ ୪ ଜଣ ନିରୀହଙ୍କ ଜୀବନ ହାନୀ

ଆଗଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ହାତୀ ଉପଦ୍ରବରେ ନିରୀହଙ୍କ ମୁଣ୍ଡ ଗଡି ଚାଲିଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ୪ ନିରୀହଙ୍କ ମୁଣ୍ଡ ଗଡିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର ସକାଳ ୫ ଟାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଦର୍ଲିପାଲି
Read More...