Browsing Tag

agalpur news

ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ବି୍ଏଫ୍ ସି କୁଚିଣ୍ଡା ଫାଇନାଲରେ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ୍ ଖେଳ ବି୍ଏଫ୍ ସି କୁଚିଣ୍ଡା ଦଳ ଓ ବରଗଡ ୟୁନାଇଟେଡ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ବି୍ଏଫ୍ ସି କୁଚିଣ୍ଡା
Read More...

ମନୁପାଲିରେ ଯୁବକଙ୍କ ସନ୍ଦେହ ଜନକ ଆତ୍ମହତ୍ୟା      

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭର୍‌ସୂଜା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମନୁପ।ଲି ଗ୍ରାମ ନିକଟସ୍ଥ ଖେଳ ପଡିଆର ସ୍ପୋର୍ଟସ ଚେଞ୍ଜିଂ ରୁମ୍‌ରେ ଜଣେ ଯୁବକଙ୍କ ମୃତଦେହ ଫେନ୍ କ୍ଲାଂପରେ ଲାଗିଥିବା ଦଉଡ଼ିରେ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଏହା
Read More...

ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ପ୍ରିୟଙ୍କାଙ୍କ କୃତିତ୍ୱ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ତା ୨୧- ୧୨-୨୦୨୫ରୁ ତା ୨୨-୧୨-୨୦୨୫ ଦୁଇଦିନ ଧରି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ ଆଗଲପୁର ବ୍ଲକ ଶିକ୍ଷା ଅଧିନସ୍ଥ ଉଷାଦେବୀ
Read More...

ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଊଦଘାଟିତ : ବରଗଡ ୟୁନାଇଟେଡ୍ ପ୍ରଥମ ସେମି ଫାଇନାଲ୍‌ରେ…

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସର ଉଦଘାଟନୀ ଖେଳରେ ବରଗଡ ୟୁନାଇଟେଡ୍ ଦଳ ଇଭିନିଙ୍ଗ୍ କ୍ଲବ୍ ଭବାନୀପାଟଣା ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି ପ୍ରଥମ ସେମି ଫାଇନାଲକୁ
Read More...

ନଅଗାଁ କ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(କ) କ୍ଲଷ୍ଟର ଅନ୍ତର୍ଗତ ବାଇଗଣଖାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ଦେବାଶିଷ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଏଫ୍‌ଏଲ୍‌ଏନ୍‌ ତଥା
Read More...

ସ୍ୱର୍ଗତ ନିରାକାର ସାହୁଙ୍କ ସ୍ମୃତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣିପାଲି ଠାରେ ପ୍ରଥମେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ଦ୍ୱାରା ଚକ୍ଷୁ ଚିକିତ୍ସା କରାଯାଇଥିଲା । ଏଥିରେ ସମୁଦାୟ ୧୪୨ ଜଣ ଚକ୍ଷୁ ଚିକିତ୍ସା ପାଇଁ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଏହି ପରି ସାପ୍ତାହିକ ବଜାର
Read More...

ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମ ସାଧନ ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତା ୧୨-୧୨-୨୦୨୫ ଶୁକ୍ରବାର ସିଆର୍‌ସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି
Read More...

ହେଣ୍ଡଲୁମ ପ୍ରଡୁସର କମ୍ପାନୀ ତରଫରୁ ହସ୍ତତନ୍ତ ବଜାରୀକରଣ ଉପରେ ସଚେତନତା କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ଆଗଲପୁର ହେଣ୍ଡଲୁମ ପ୍ରଡୁସର କମ୍ପାନୀ ତରଫରୁ ହସ୍ତତନ୍ତ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଓ ବଜାରୀକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକ ନାବାର୍ଡ ସହାୟତାରେ ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଆୟୋଜନ
Read More...

ଆବାସ ଗୃହ ପାଇ ମଧ୍ୟ କାମ ଆରମ୍ଭ କରିନଥିବା ହିତାଧିକାରୀଙ୍କୁ ଚେତାବନୀ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ୭୫୦ ଜଣ ଆବାସ ଯୋଜନା ହିତାଧିକାରୀ ରହିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ମଧ୍ୟ ଘରକାମ ଆରମ୍ଭ କରି ନାହାନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ୨୧୮ ଜଣ ହିତାଧିକାରୀ
Read More...

ଆଗଲପୁର ବ୍ଲକ ଲେଭେଲ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ହାଇସ୍କୁଲ ନଅଗାଁ (କ)ଠାରେ ବ୍ଲକ ଲେଭେଲ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ୟ।ମ ମେହେର ଉପସ୍ଥିତ ଥିଲେ । ସମ୍ମାନୀତ
Read More...