ଆଗଲପୁର ବ୍ଲକରେ ପଂଚାୟତି ରାଜ ଦିବସ ୨୦୨୫ ସମାରୋହ ଅନୁଷ୍ଠିତ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ଜାତୀୟ ପଂଚାୟତି ରାଜ ଦିବସ ୨୦୨୫ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ବିଡିଓ ମହାପାତ୍ର କୂଳଦୀପ ମହାନ୍ତିଙ୍କ ତତ୍ୱାବଧାନରେ ଜିଲ୍ଲାପରିଷଦ ଜୋନ ୨ର!-->…
Read More...
Read More...