Browsing Tag

agalpur news

ପରବାସି କୁଟୁମର ନୂଆଁଖାଇ ଭେଟ ପାଇଁ ଦ୍ୱିତୀୟ ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ଗ୍ରାମରେ ପରବାସି କୁଟୁମର ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଆସନ୍ତା ୩୧.୦୮.୨୦୨୫ ରବିବାର ଦିନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରବାସି କୁଟୁମର ସଂପାଦକ ସଚ୍ଚିଦାନନ୍ଦ ପଧାନଂକ ସଭାପତିତ୍ୱରେ
Read More...

ବିପୁଳ ପରିମାଣର ଦେଶୀ ମହୁଲି ପୋଚ ଜବତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପୋଲିସ ଥାନା ଓ ଲୋଇସିଂହା ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଅମରାମୁଣ୍ଡା ଜଙ୍ଗଲ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମହୁଲି ପୋଚ ଜବତ କରାଯାଇଛି । ଦୀର୍ଘଦିନରୁ ସ୍ଥାନୀୟ ଜଙ୍ଗଲ ମଧ୍ୟରେ ଏହି କାରବାର ଚାଲି ଆସୁଥିଲା । ବିଶ୍ୱସ୍ତ ସୂତ୍ରରୁ
Read More...

ବଡଟୀକା ପଂଚାୟତ ଅଫିସରେ ତାଲା ପକାଇଲେ ୱାର୍ଡ ସଭ୍ୟସଭ୍ୟା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଡଟୀକା ପଂଚାୟତର ସରପଂଚ ଉଦୟନାଥ ନାଏକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିେଯାଗ ସତ୍ୱେ କୌଣସି ସୁଫଳ ନମିଳିବାରୁ ସମସ୍ତ ୱାର୍ଡ ସଭ୍ୟସଭ୍ୟାମାନେ ପଂଚାୟତ
Read More...

ଆଗଲପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୟୁଏଏସ ବ୍ୟବସ୍ଥାକୁ ବିରୋଧ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁଏଏସ ନୀତି ପ୍ରତିବାଦରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଗଲପୁର ବିଇଓ ଶ୍ୟାମ ମେହେରଙ୍କୁ ଦାବିପତ୍ର ପ୍ରଦାନ
Read More...

ବକଟି ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବକଟି ସ୍ଥିତ ବଂଶୀଧର ମେମୋରିଆଲ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନରୁ ଶିକ୍ଷକ ସମସ୍ୟା ଲାଗି ରହିଛି । ଏହି ବିଦ୍ୟାଳୟରେ ମୋଟ ମଞ୍ଜୁରୀପ୍ରାପ୍ତ ୮ ଜଣ ଶିକ୍ଷକ ମଧ୍ୟରୁ ପ୍ରଧାନ ଶିକ୍ଷକ, ଟିଜିଟି କଳା ଓ ସିବିଜେଡ ଏବଂ ସଂସ୍କୃତ ଓ ଖେଳ ଶିକ୍ଷକଙ୍କୁ
Read More...

ମହିଳା ଚାଷୀ ସମାବେଶ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟଠାରେ ନୁନିଆପାଲି, ଝରଣିପାଲି ଓ ନଅଗାଁ(ଖ)ର ମହିଳା କୃଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ
Read More...

ଜୀବନ କୌଶଳ ଦକ୍ଷତା ତାଲିମ ଶିବିର

ଆଗଲପୁର, (ସୁଶିଲ ମିଶ୍ର) : ଆଗଲପୁର ବ୍ଲକ ବଡଟିକା ପଂଚାୟତ କନଫରେନ୍ସ ହଲଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଏବଂ AESPIRE ତରଫରୁ ବଡ଼ଟିକା ଗ୍ରାମ ପଂଚାୟତ ଗାଁ ଗୁଡ଼ିକର କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଅନୁଷ୍ଠିତ ହଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ସ୍ଥିତ ଶିକ୍ଷକ ଭବନଠାରେ ଆଗଲପୁର ଶିକ୍ଷକ ସଂଘ(ନୂତନ ପେନସନ ଭୂକ୍ତ) ର ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ହୋଇଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆଗଲପୁର ବ୍ଲକ ସଭାପତି ଜୟରାମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଫସଲ ବିବିଧିକରଣ ଯୋଜନାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲିଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଫସଲ ବିବିଧିକରଣ ଯୋଜନାରେ ସିବିବିଓଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ଆଗଲପୁର ବ୍ଳକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ସ୍ଥାନୀୟ
Read More...

ଛେଲିଆପାଟ ପୀଠ ଆମ୍ବଝରଣକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଝରଣୀପାଲି ପଞ୍ଚାୟତ ଅନ୍ତର୍ଗତ ଆମ୍ବଝରଣଠାରେ ଥିବା ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ଛେଲିଆପାଟ ପୀଠକୁ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର୍ ଗସ୍ତ କରି ନିରୀକ୍ଷଣ କରିଛନ୍ତି । ପୂର୍ବରୁ ଉକ୍ତ ସ୍ଥାନକୁ ସରକାରି ସ୍ତରରେ ପର୍ଯ୍ୟଟନ
Read More...