Browsing Tag

agalpur news

ବୁରୋଭାଡ଼ି ଗ୍ରାମରେ ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବୁରୋଭାଡ଼ି ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ସୁଜାତା ପଧାନଙ୍କ ନେତୃତ୍ୱରେ ଅଙ୍ଗନୱାଡ଼ି କିଶୋରୀ ସଙ୍ଘ ତରଫରୁ "ଝିଅ ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘ
Read More...

କ୍ୟାରିୟର କାଉନସେଲିଂ ଶିବିର କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ଗୃହ ଠାରେ କିଶୋରୀ ମାନଙ୍କୁ ନେଇ କ୍ୟାରିଅର କାଉନସେଲିଂ ଉପରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଏନ୍‌ଏଚ୍‌ ୨୬ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥ-୨୬ ରୁଗୁଡିଖାଲ ଛକ ନିକଟରେ ୨ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଏନ୍‌ଏଚ୍‌ ୨୬ରେ ବଲାଙ୍ଗିର ପଟୁ ବରଗଡ ପଟକୁ ଯାଉଥିବା ଏକ ଧଳା ରଂଗର କାର ସମ୍ବଲପୁର ଟାଟା ସୋରୁମରୁ
Read More...

ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଓଡିଶା ବ୍ରାହ୍ମଣ ଶାସ୍ତ୍ରୀୟ ଆଲୋଚନା ମଞ୍ଚର ଦ୍ଵିତୀୟ ଅଧିବେଶନ ଘଟଗାଁ ତାରିଣୀ ପୀଠରେ ତା ୦୨.୦୯.୨୦୨୫ ରିଖ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ବୈଦିକ କର୍ମକାଣ୍ଡି ବ୍ରାହ୍ମଣ ସପତ୍ନୀ ଉପସ୍ଥିତ ହୋଇ, ବୈଦିକ ମନ୍ତ୍ର ସହିତ ମାଁ ତାରିଣୀଙ୍କ ଆଜ୍ଞାମାଳ ନେଇ
Read More...

ସାନଟୀକା ଗ୍ରାମରେ ଗୁରୁ ପୂଜନ ଉତ୍ସବ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାନଟୀକା ଗ୍ରାମରେ ଗୁରୁ ପୂଜନ ତଥା ପୁରସ୍କାର ବିତରଣ ଉତ୍ସବ ସମାରୋହରେ ଆୟୋଜିତ ହୋଇଯାଇଛି । ସମାଜସେବୀ ପ୍ରସାଦୁ ପଧାନଙ୍କ ଅଧ୍ୟକ୍ଷତା ତଥା ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ନିମନ୍ତ୍ରିତ
Read More...

ସ୍ପୋର୍ଟ୍ସ ଆସୋସିଏସନ ମୁରସୁଣ୍ଡ ପକ୍ଷରୁ ଚାଲିଥିବା ନୂଆଁଖାଇ କପ ଫୁଟବଲ ପ୍ରତିଯୋଗିତା

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଶୁଣ୍ଡ ଖେଳ ପଡିଆରେ ସ୍ପୋର୍ଟ୍ସ ଆସୋସିଏସନ ମୁରଶୁଣ୍ଡ ପକ୍ଷରୁ ଚାଲିଥିବା ନୂଆଁଖାଇ କପ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୨୨ ତାରିଖରୁ ଆରମ୍ଭ ହୋଇଥିବା ଏଇ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ
Read More...

ଗଞ୍ଜେଇ ଚାଲାଣ ବେଳେ କାର୍ ଜବତ, ଚାଳକ ଫେରାର୍

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହରେ ଏକ କାର୍ (ଓଡି ୩୩ଏଏଲ୍‌-୭୨୨୩)କୁ ସାଲେଭ-କୁଟାସିଂହା ରାସ୍ତାର ରେଳ ଫାଟକ ନିକଟରେ ପୁଲିସ ଜବତ କରିଛି । ବଲାଙ୍ଗିର -ବରଗଡ଼ ରାଜପଥରେ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ
Read More...

ଝରଣିପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣିପାଲି ଭୁଆଁସେନ ଡ଼ଙ୍ଗରଠାରେ ଗ୍ରାମ ପଂଚାୟତ, ବ୍ଲକ କୃଷି ବିଭାଗ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର
Read More...

ରୋତ କଲେଜରେ ୪୩ତମ ପ୍ରତିଷ୍ଠା ଦିବସ ପାଳିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ୪୩ ତମ ପ୍ରତିଷ୍ଠା ଦିବସ ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଉପଖଣ୍ଡର ଉପଜିଲ୍ଲାପାଳ ତଥା
Read More...

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଆୟୋଜିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୧୬-୮-୨୫ ଶନିବାର ସିଆରସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି ।
Read More...