Browsing Tag

aathamallik news

ଛାତ ତିଆରି ପାଇଁ ରଡ ବାନ୍ଧିବା ବେଳେ ଘଟିଲା ଅଘଟଣ : ଯୁବକଙ୍କ ମୃତ୍ୟୁ

ଆଠମଲ୍ଲିକ : ଆଠମଲ୍ଲିକ ଥାନା ନୂଆମାଣତିର ଗାଁରେ ଘଟିଛି ଏକ ଅଘଟଣ । ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପହିଛି । ମୃତକ ଜଣକ ଉକ୍ତ ଗାଁର କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି । ସୂଚନାନୁଯାୟୀ, ନୂଆମାଣତିର ଗାଁର ସର୍ବେଶ୍ୱର ଧଳଙ୍କ ଘର ଛାତ ପଡୁଥିଲା । ଗାଁର
Read More...