ପୋଲିସ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ବ୍ୟାଙ୍କ୍ ଠାରୁ ଆରମ୍ଭ କରି ଜୁଏଲାରୀ ଦୋକାନ
ଆନନ୍ଦପୁର : ଉପଖଣ୍ଡ ଅଞ୍ଚଳରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ବିଭିନ୍ନ ଛକ ବଜାରରେ ଥିବା ସରକାରୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା, ବ୍ୟାଙ୍କ୍ ଏବଂ ଜୁଏଲାରୀ ଦୋକାନ ଗୁଡ଼ିକୁ ପୋଲିସ ପକ୍ଷରୁ ସଚେତନ କରାଯାଉଛି । ଏହା ସହ ସେଠାରେ ଥିବା ସୁରକ୍ଷା ଉପକରଣ ଯାଞ୍ଚ!-->…
Read More...
Read More...