Browsing Tag

୨୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ : ନଷ୍ଟ ହେଲା ହଜାର ହଜାର ଗଛ

୨୬ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ : ନଷ୍ଟ ହେଲା ହଜାର ହଜାର ଗଛ

ଆଗଲପୁର, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ବରପାଲିଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରଶସ୍ତିକରଣ ପାଇଁ ବଳି ପଡୁଛି ହଜାର ହଜାର ଗଛ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ସରକାର ଗଛ ଲଗାଇବା ପାଇଁ
Read More...