୧୮ମାସ ପରେ ଆଜିଠୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ : ପିଲାଙ୍କ ମଧ୍ୟରେ ଉତ୍କଣ୍ଠା
ଭୁବନେଶ୍ୱର: ୧୮ମାସ ପରେ ଆଜିଠାରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି । କୋଭିଡ଼ ଗାଇଡ଼ଲାଇନକୁ ମାନି ଅନ୍ଲାଇନ ବଦଳରେ ଏବେ କ୍ଲାସରୁମରେ ବସି ପାଠ ପଢ଼ିବେ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ । ତେବେ ଦୀର୍ଘ ମାସ ପରେ ସ୍କୁଲ!-->…
Read More...
Read More...