Browsing Tag

ହନୁମାନ ମନ୍ଦିରରେ ପ୍ରସାଦ ବଣ୍ଟନ

ହନୁମାନ ମନ୍ଦିରରେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋଏଲନଗର ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରଠାରେ ପ୍ରସାଦ ବିତରଣ କରାଯାଇଥିଲା । ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ମନ୍ଦିର ପରିସରରେ ମୁରୁଜ ପକାଇବା ସହ ଉଭୟ ପୁରୁଷ ଓ ମହିଳା ଭକ୍ତମାନେ ଭଜନ କୀର୍ତ୍ତନରେ
Read More...