ସ୍ୱୟଂସେବକ ସଚିକାନ୍ତ କାଲସାଏଙ୍କ ଦେହାନ୍ତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ରାଧାରାଣୀପଡା ନିବାସୀ ସ୍ୱୟଂସେବକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ପୂର୍ବତନ ଶିକ୍ଷା ବିକାଶ ସମିତି କାର୍ଯ୍ୟକର୍ତ୍ତା ତଥା ବଲାଙ୍ଗିର ସହଜିଲ୍ଲା ସଂଘଚଳକ ସଚିକାନ୍ତ କାଲସାଏଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ୧୯୫୭ ଫେବୃୟାରୀରେ ଜନ୍ମଗ୍ରହଣ!-->…
Read More...
Read More...