Browsing Tag

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତରଭା, (ପୁସ୍ତମ ଯୁଆଡି ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ତରଭା ବ୍ଲକ ଅନ୍ତର୍ଗତ ଖଗସାକନାର ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ବିଭିନ୍ନ ପ୍ରକାରର ୪୩୦ଟି ବୃକ୍ଷ ରୋପଣ କରାଯାଇଛି । ୭୫ତମ ସ୍ୱାଧୀନତା ଦିବସକୁ ମନେ ରଖିବା ତଥା ଗ୍ରାମ୍ୟ ପରିବେଶକୁ ସୁନ୍ଦର କରିବା ପାଇଁ ଏହି
Read More...

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ କୁଡାସିଂହା ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ତରଫରୁ କୁଡାସିଂହା- ଭୁତିଆରବାହାଲ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଳକ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଦେଓଗାଁ
Read More...