ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୬ ଦିନରେ ପହଂଚିଲା ଗଣଧାରଣା, ସାମିଲ ହେଲା ନିଖିଳ ଉତ୍କଳ ବାରିକ ସଂଘ
ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୬ ଦିନରେ ପହଂଚିଥିବା ବେଳେ ଆଜି ଏହି ଗଣଧାରଣାରେ ନିଖିଳ ଉତ୍କଳ ବାରିକ ସଂଘ ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହୋଇଛନ୍ତି । ସଂଗ୍ରାମ ମଂଚର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଯୁବନେତା ବିଭୂତି ଭୂଷଣ ମହାଖୁଡ଼ଙ୍କ!-->…
Read More...
Read More...