ସମାଜସେବୀ ଯଶୋବନ୍ତ ରଣାଙ୍କ ଅଭିଯୋଗ ପରେ ଗାଁକୁ ପହଁଞ୍ଚିଲା ମେଡିକାଲ ଟିମ୍
ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଚିହ୍ନ ରୋଗରେ ଲୋକେ ଆତଙ୍କିତ ହୋଇଥିଲେ । ଏଥିରେ ଗତ ଦୁଇମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ମୋହନା ବ୍ଲକ ଅଳିଣ୍ଡା ଗାଁରେ ଅଜଣା ରୋଗରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଥମେ ଲୋକଙ୍କୁ ସାମାନ୍ୟ ଜ୍ୱର ହେଲା ପରେ ଏହା ବଢି ଚାଲିଲା । ଏହା ଫଳରେ!-->…
Read More...
Read More...