ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ୨୦ଜଣ କୁଷ୍ଠ ରୋଗୀଙ୍କୁ ମିଳିଲା ସହାୟତା
କୋରାପୁଟ, (କେପିଏନଏସ) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ଶୋଚନୀୟ ଅବସ୍ଥାରେ ଦିନ କାଟୁଥିଲେ ୨୦ ଜଣ କୁଷ୍ଠ ରୋଗୀ । ସେମାନଂକୁ କୌଣସି ସୁବିଧା ମିଳୁନଥିଲା । ଭୋକ ଉପାସରେ ଦିନ କାଟୁଥିଲେ । ସେମାନେ ବିଗତ ଦିନରେ ବିଭିନ୍ନ ମନ୍ଦିର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଭିକ ମାଗି ଦିନ!-->…
Read More...
Read More...