ସଇଁନ୍ତଲାରେ ନୂତନ ତହସିଲଦାରଙ୍କ ଯୋଗଦାନ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ନୂତନ ତହସିଲଦାର ସୁରେନ୍ଦ୍ର ମେହେର ଯୋଗଦାନ କରିଛନ୍ତି । ସେ ଆଗରୁ ପାଇକମାଲ ବ୍ଳକରେ ବିଡିଓ ଭାବେ କାର୍ଯ୍ୟତୁଲାଉ ଥିବା ବେଳେ ଆଜି ଯୋଗଦେବା ପରେ ତହସିଲ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତେବେ!-->…
Read More...
Read More...