Browsing Tag

ଲଜ୍ଜା : ସଦାଇପାଲି ରାସ୍ତା କଡ଼ରେ ଏବେ ବି ଲୋକେ କରୁଛନ୍ତି ମଳ ତ୍ୟାଗ

ଲଜ୍ଜା : ସଦାଇପାଲି ରାସ୍ତା କଡ଼ରେ ଏବେ ବି ଲୋକେ କରୁଛନ୍ତି ମଳ ତ୍ୟାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଶୌଚାଳୟ ଦିବସ । ଏହି ଦିବସ ପାଳନର ଅନେକ ଯଥାର୍ଥତା ରହିଥିବା ବେଳେ ବାହ୍ୟ ମଳତ୍ୟାଗ ବର୍ଜନ କରି ଶୌଚାଳୟ ବ୍ୟବହାର ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ମଧ୍ୟ ଏହି ଦିବସ ପାଳନର ବିଶେଷ ଉଦ୍ଦେଶ୍ୟ । ତେବେ ବଲାଙ୍ଗିର ସହରର ଉପକଣ୍ଠରେ ଅବସ୍ଥିତ
Read More...