ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିରଳ ପଦ୍ଧତିରେ ହୃଦ୍ରୋଗ ଚିକିତ୍ସା
ବଲାଙ୍ଗିର, (କେପିଏନ୍ଏସ୍) : ରାୟପୁର ସ୍ଥିତ ଏନ୍ଏଚ୍ଏମ୍ଏମ୍ଆଇ ନାରାୟଣ ସୁପର୍ ସ୍ପେସିଆଲିଟି ହସ୍ପିଟାଲ୍ରେ ସଫଳତାର ସହ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଧୁବାପଡ଼ାର ୧୩ ବର୍ଷୀୟ ରାହୁଲ ସାହୁଙ୍କ ବିରଳ ଚିକିତ୍ସା ପଦ୍ଧତି ମାଧ୍ୟମରେ ଚିକିତ୍ସା କରାଯାଇଛି । ୧୩ ବର୍ଷୀୟ!-->…
Read More...
Read More...