Browsing Tag

ମେଡିକାଲକୁ ସାଂସଦଙ୍କ ପରିଦର୍ଶନ : ବଲାଙ୍ଗିରର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବାକୁ ସମସ୍ତ ଉଦ୍ୟମ କରାଯିବ – ସାଂସଦ ସଙ୍ଗୀତା

ମେଡିକାଲକୁ ସାଂସଦଙ୍କ ପରିଦର୍ଶନ : ବଲାଙ୍ଗିରର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ କରିବାକୁ ସମସ୍ତ ଉଦ୍ୟମ କରାଯିବ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସାଂସଦ ସ୍ଥାନୀୟ ଭୀମ ଭୋଇ ମେଡିକାଲକୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଅସଲ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ପୂର୍ବାପେକ୍ଷା ସ୍ଥିତିରେ ଅନେକ ସୁଧାର ଆସିଥିବା ବେଳେ ପ୍ରତ୍ୟହ ଏହି ସେବା ଜାରି ରଖିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି ।
Read More...