ମୁଣ୍ଡ ନୁଆଇଁଲେ ମୋଦୀ ସରକାର : ୩ ନୂଆ କୃଷି ଆଇନ ପ୍ରତ୍ୟାହାର
ନୂଆଦିଲ୍ଲୀ : ଶେଷରେ କୃଷକଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୋଦୀ ସରକାର । ବାଧ୍ୟ ହୋଇ ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଏସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ଓ!-->…
Read More...
Read More...