Browsing Tag

ମାଲପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୌଚନୀୟ : କାଦୁଅରେ ଜୁଡୁବୁଡୁ ଲୋକେ

ମାଲପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ : କାଦୁଅରେ ଜୁଡୁବୁଡୁ ଲୋକେ, ସୁବ୍ୟବସ୍ଥା ପାଇଁ ଯୁବଗୋଷ୍ଠୀଙ୍କ ଦାବୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଳପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ ହୋଇ ରହିଛି । ଗ୍ରାମର ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅରେ ଜୁଡୁବୁଡୁ ହୋଇ ଲୋକେ ଯାତାୟାତ ହେଉଛନ୍ତି । ଏହାର ସୁବ୍ୟବସ୍ଥା କରିବାକୁ
Read More...