ମଦ କୋଠି ବନ୍ଦ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଆନ୍ଦୋଳନ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଅବାଧ ମଦ ବ୍ୟବସାୟ ବଢିବାରେ ଲାଗିଛି । ଏଥିରେ ଗରିବ ଖଟିଖିଆ ପରିବାର ନିଷ୍ପେସିତ ହେଉଥିବା ବେଳେ ମଦ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଏଠାରେ ନିରବ ଦ୍ରଷ୍ଟା!-->…
Read More...
Read More...